॥ श्रीहरि:॥

gstlogo
हिन्दीarrowdown
संक्षिप्त शिवपुराण (ओड़िया)

ओड़िया

  • ପ୍ରଥମ ପୃଷ୍ଟା
  • ନିବେଦନ
  • +
    ଶ୍ରୀଶିବପୁରାଣ ମାହାତ୍ମ୍ୟ
    • ଶୌନକଙ୍କର ସାଧନବିଷୟକ ପ୍ରଶ୍ନ ଏବଂ ଉତ୍ତରରୂପେ ସୂତମୁନିଙ୍କ ମୁଖରୁ ଶିବପୁରାଣର ଉତ୍କୃଷ୍ଟ ମହିମା ବର୍ଣ୍ଣନା
    • ଶିବପୁରାଣ ଶ୍ରବଣ ଫଳରେ ଆଚାରଭ୍ରଷ୍ଟ ବିପ୍ର ଦେବରାଜକୁ ଶିବଲୋକ ପ୍ରାପ୍ତି; ଏବଂ ଚଞ୍ଚୁଳାର ପାପ ପ୍ରତି ଭୟ ଓ ସଂସାରରୁ ବୈରାଗ୍ୟ
    • ଆତ୍ମୋଦ୍ଧାର ନିମନ୍ତେ ଶିବଭକ୍ତ ବ୍ରାହ୍ମଣଙ୍କୁ ଚଞ୍ଚୁଳାର ପ୍ରାର୍ଥନା ଏବଂ ବ୍ରାହ୍ମଣଙ୍କ ମୁଖରୁ ଶିବପୁରାଣ ଶ୍ରବଣ ଫଳରେ ସେ ମୃତ୍ୟୁ ପରେ ଶିବଲୋକକୁ ଯାଇ ପାର୍ବତୀଙ୍କ ସଖୀ ହୋଇ ସୁଖୀ ହେବା ପ୍ରସଙ୍ଗ
    • ଚଞ୍ଚୁଳାର ପ୍ରଯତ୍ନ କ୍ରମେ ପାର୍ବତୀଙ୍କ ଆଜ୍ଞାରେ ଗନ୍ଧର୍ବରାଜ ତୁମ୍ବୁରୁଙ୍କର ବିନ୍ଧ୍ୟପର୍ବତ ଗମନ, ସେଠାରେ ତାଙ୍କ ମୁଖରୁ ଶିବପୁରାଣ କଥା ଶ୍ରବଣ ଫଳରେ ଚଞ୍ଚୁଳାର ସ୍ବାମୀ ବିନ୍ଦୁଗର ପିଶାଚଯୋନିରୁ ଉଦ୍ଧାର ଏବଂ ସେହି ଦମ୍ପତ୍ତିଙ୍କର ଶିବଧାମରେ ସୁଖରେ ସହାବସାନ
    • ଶିବପୁରାଣ ଶ୍ରବଣର ବିଧି ଓ ଶ୍ରୋତାଙ୍କ ପାଇଁ ପାଳନୀୟ ନିୟମ
  • +
    ଶ୍ରୀଶିବମହାପୁରାଣ (ବିଦ୍ୟେଶ୍ବରସଂହିତା)
    • ପ୍ରୟାଗରେ ସୂତଙ୍କୁ ଅବିଳମ୍ବେ ପାପନାଶ କରୁଥିବା ସାଧନ ବିଷୟରେ ମୁନିମାନଙ୍କର ପ୍ରଶ୍ନ
    • ଶିବପୁରାଣର ପରିଚୟ
    • ସାଧ୍ୟ-ସାଧନ ଇତ୍ୟାଦିର ବିଚାର ଏବଂ ଶ୍ରବଣ, କୀର୍ତ୍ତନ ଓ ମନନର ଶ୍ରେଷ୍ଠତା ପ୍ରତିପାଦନ
    • ଭଗବାନ ଶିବଙ୍କ ଲିଙ୍ଗପୂଜା ତଥା ସାକାର ବିଗ୍ରହ-ପୂଜାର ରହସ୍ୟ ଓ ମହତ୍ତ୍ବ
    • ବ୍ରହ୍ମା ଓ ବିଷ୍ଣୁଙ୍କ ସମକ୍ଷରେ ମହେଶ୍ବରଙ୍କର ନିଜ ନିଷ୍କଳ ଓ ସକଳ ସ୍ବରୂପର ପରିଚୟ ପ୍ରଦାନ ଏବଂ ଲିଙ୍ଗପୂଜନର ମହତ୍ତ୍ବ ପ୍ରତିପାଦନ
    • ପଞ୍ଚକୃତ୍ୟର ପ୍ରତିପାଦନ, ପ୍ରଣବ ଓ ପଞ୍ଚାକ୍ଷରମନ୍ତ୍ରର ମହତ୍ତ୍ବ, ବ୍ରହ୍ମା ଓ ବିଷ୍ଣୁଙ୍କ ଦ୍ବାରା ଭଗବାନ ଶିବଙ୍କ ସ୍ତୁତି ଏବଂ ଶିବଙ୍କର ସେଠାରୁ ଅନ୍ତର୍ଦ୍ଧାନ
    • ଶିବଲିଙ୍ଗର ସ୍ଥାପନା, ତାହାର ଲକ୍ଷଣ ଓ ପୂଜାବିଧି ତଥା ଶିବପଦ ପ୍ରାପ୍ତି କରାଉଥିବା ସତ୍କର୍ମର ବିବେଚନ
    • ମୋକ୍ଷଦାୟକ ପୁଣ୍ୟକ୍ଷେତ୍ରମାନଙ୍କର ବର୍ଣ୍ଣନା, କାଳବିଶେଷରେ ବିଭିନ୍ନ ନଦୀମାନଙ୍କ ଜଳରେ ସ୍ନାନ କରିବାର ଉତ୍ତମ ଫଳ ତଥା ତୀର୍ଥକ୍ଷେତ୍ରରେ ପାପରୁ ଦୂରେଇ ରହିବାକୁ ଚେତାବନୀ
    • ସଦାଚାର, ଶୌଚାଚାର, ସ୍ନାନ, ଭସ୍ମଧାରଣ, ସଂଧ୍ୟାବନ୍ଦନ, ପ୍ରଣବ-ଜପ, ଗାୟତ୍ରୀ-ଜପ, ଦାନ, ନ୍ୟାୟ ଉପାୟରେ ଧନ ଉପାର୍ଜନ ଏବଂ ଅଗ୍ନିହୋତ୍ରାଦିର ବିଧି ଓ ମହିମା
    • ଅଗ୍ନିଯଜ୍ଞ, ଦେବଯଜ୍ଞ ଓ ବ୍ରହ୍ମଯଜ୍ଞ ଇତ୍ୟାଦିର ବର୍ଣ୍ଣନା, ଭଗବାନ୍ ଶିବଙ୍କ ଦ୍ବାରା ସପ୍ତବାର ନିର୍ଦ୍ଧାରଣ ଓ ସେହି ଦିନମାନଙ୍କରେ ଦେବାରାଧନା କରିବାର ବିଭିନ୍ନ ପ୍ରକାର ଫଳ
    • ଦେଶ, କାଳ, ପାତ୍ର ଓ ଦାନ ଆଦିର ବିଚାର
    • ମୃତ୍ତିକା ଇତ୍ୟାଦିରେ ନିର୍ମିତ ଦେବପ୍ରତିମାଙ୍କ ପୂଜାବିଧି ଓ ନୈବେଦ୍ୟ ସମ୍ବନ୍ଧୀୟ ବିଚାର, ପୂଜାର ଉପଚାର ଅନୁସାରେ ଭିନ୍ନ ଭିନ୍ନ ଫଳ, ବିଶେଷ ମାସ, ବାର, ତିଥି ଓ ନକ୍ଷତ୍ର ଯୋଗରେ ପୂଜନର ବିଶେଷ ଫଳ ଏବଂ ଲିଙ୍ଗର ବୈଜ୍ଞାନିକ ସ୍ବରୂପ ବିବେଚନ
    • ଷଡ୍୷ଲିଙ୍ଗସ୍ବରୂପ ପ୍ରଣବର ମାହାତ୍ମ୍ୟ, ତାହାର ସୂକ୍ଷ୍ମରୂପ (ଓଁକାର) ଓ ସ୍ଥୂଳରୂପ (ପଞ୍ଚାକ୍ଷର ମନ୍ତ୍ର)ର ବିବେଚନା, ତାହାର ଜପବିଧି ଏବଂ ମହିମା; କାର୍ଯ୍ୟବ୍ରହ୍ମଲୋକଠାରୁ କାରଣରୁଦ୍ରଲୋକ ପର୍ଯ୍ୟନ୍ତ ବିବେଚନା ଏବଂ କାଳାତୀତ ଓ ପଞ୍ଚାବରଣବିଶିଷ୍ଟ ଶିବଲୋକର ଅନିର୍ବଚନୀୟ ବୈଭବର ନିରୂପଣ ତଥା ଶିବଭକ୍ତଙ୍କ ସତ୍କାରର ମହତ୍ତ୍ବ
    • ବନ୍ଧନ ଓ ମୋକ୍ଷର ବିଚାର, ଶିବପୂଜାର ଉପଦେଶ, ଲିଙ୍ଗ ଇତ୍ୟାଦିରେ ଶିବପୂଜନର ବିଧାନ, ଭସ୍ମର ସ୍ବରୂପ ନିରୂପଣ ଓ ମହତ୍ତ୍ବ, ଶିବ ଓ ଗୁରୁ ଶବ୍ଦର ବ୍ୟୁତ୍ପତ୍ତି ତଥା ଶିବଙ୍କ ଭସ୍ମଧାରଣର ରହସ୍ୟ
    • ପାର୍ଥିବଲିଙ୍ଗ ନିର୍ମାଣର ରୀତି ତଥା ବେଦମନ୍ତ୍ରଦ୍ବାରା ଲିଙ୍ଗପୂଜାର ବିସ୍ତୃତ ଓ ସଂକ୍ଷିପ୍ତ ବର୍ଣ୍ଣନା
    • ପାର୍ଥିବପୂଜାର ମହିମା, ଶିବନୈବେଦ୍ୟଭକ୍ଷଣ ବିଷୟରେ ନିର୍ଣ୍ଣୟ ଓ ବିଲ୍ବବୃକ୍ଷ ମାହାତ୍ମ୍ୟ
    • ଶିବନାମ ଜପ ଓ ଭସ୍ମଧାରଣର ମହିମା ଏବଂ ତ୍ରିପୁଣ୍ଡ୍ରର ଦେବତା, ସ୍ଥାନ ଇତ୍ୟାଦିର ବର୍ଣ୍ଣନା
    • ରୁଦ୍ରାକ୍ଷଧାରଣର ମହିମା ଓ ତାହାର ବିବିଧ ଭେଦ ନିରୂପଣ
  • +
    ରୁଦ୍ରସଂହିତା, ପ୍ରଥମ (ସୃଷ୍ଟି) ଖଣ୍ଡ
    • ଋଷିଗଣଙ୍କ ପ୍ରଶ୍ନର ଉତ୍ତରରେ ସୂତମୁନିଙ୍କ ଦ୍ବାରା ନାରଦ ଓ ବ୍ରହ୍ମାଙ୍କ ସଂବାଦର ଅବତାରଣା, ନାରଦଙ୍କ ମୋହ ପ୍ରସଙ୍ଗ, କାମବିଜୟ ଗର୍ବରେ ଉନ୍ମତ୍ତ ନାରଦ ଶିବ, ବ୍ରହ୍ମା ଓ ବିଷ୍ଣୁଙ୍କ ନିକଟକୁ ଯାଇ ସ୍ବମୁଖରେ ନିଜ ତପସ୍ୟାର ପ୍ରଭାବ ଜଣାଇବା ପ୍ରସଙ୍ଗ
    • ମାୟାନିର୍ମିତ ନଗରରେ ଶୀଳନିଧିଙ୍କ କନ୍ୟା ପ୍ରତି ନାରଦଙ୍କ ମୋହ, ବିଷ୍ଣୁଙ୍କୁ ତାଙ୍କ ରୂପ ପ୍ରଦାନ କରିବାକୁ ନାରଦଙ୍କ ପ୍ରାର୍ଥନା, ନାରଦଙ୍କୁ ବିଷ୍ଣୁଙ୍କ ସୁନ୍ଦର ରୂପ ସହିତ ବାନର ମୁଖ ପ୍ରାପ୍ତି, କନ୍ୟା ବିଷ୍ଣୁଙ୍କୁ ବରଣ କରିବାକୁ ନାରଦଙ୍କ ନୈରାଶ୍ୟ ଏବଂ ଶିବଗଣଙ୍କୁ କ୍ରୁଦ୍ଧ ନାରଦଙ୍କ ଅଭିଶାପ
    • ଭଗବାନ ବିଷ୍ଣୁଙ୍କୁ ନାରଦଙ୍କ ଭର୍ତ୍ସନା ଓ ଅଭିଶାପ ଏବଂ ମାୟାପରଦା ହଟିଯିବା ପରେ ଅନୁତାପ, ଭଗବାନଙ୍କ ପାଦତଳେ ପଡ଼ି ଆତ୍ମଶୁଦ୍ଧିର ଉପାୟ ପଚାରିବାରୁ ବିଷ୍ଣୁଙ୍କର ତାଙ୍କୁ ସାନ୍ତ୍ବନା ଏବଂ ଶିବଙ୍କ ମାହାତ୍ମ୍ୟ ଜାଣିବା ନିମନ୍ତେ ବ୍ରହ୍ମାଙ୍କ ନିକଟକୁ ପ୍ରେଷଣ ଓ ଶିବଙ୍କୁ ଭଜିବା ନିମନ୍ତେ ଉପଦେଶ
    • ଶିବତୀର୍ଥରେ ନାରଦଙ୍କ ଭ୍ରମଣ, ଶିବଗଣଙ୍କୁ ଶାପୋଦ୍ଧାରର ଉପାୟ ନିର୍ଦ୍ଦେଶ ଏବଂ ବ୍ରହ୍ମଲୋକରେ ପହଞ୍ଚି ବ୍ରହ୍ମାଙ୍କୁ ଶିବତତ୍ତ୍ବ ବିଷୟରେ ପ୍ରଶ୍ନ
    • ମହାପ୍ରଳୟକାଳରେ କେବଳ ସଦ୍୷ବ୍ରହ୍ମ ସତ୍ତାର ପ୍ରତିପାଦନ, ସେହି ନିର୍ଗୁଣ-ନିରାକାର ବ୍ରହ୍ମରୁ ଈଶ୍ବରମୂର୍ତ୍ତିର (ସଦାଶିବଙ୍କ) ପ୍ରାକଟ୍ୟ, ସଦାଶିବଙ୍କ ଠାରୁ ତାଙ୍କ ସ୍ବରୂପଭୂତା ଶକ୍ତି (ଅମ୍ବିକା)ଙ୍କ ପ୍ରାକଟ୍ୟ, ପୁଣି ସେ ଦୁହିଙ୍କ ଦ୍ବାରା ଉତ୍ତମ କ୍ଷେତ୍ର (କାଶୀ)ର ଉଦ୍ଭବ, ଶିବଙ୍କ ବାମାଙ୍ଗରୁ ପରମ ପୁରୁଷ (ବିଷ୍ଣୁ)ଙ୍କ ଆବିର୍ଭାବ ତଥା ତାଙ୍କ ଠାରୁ ପ୍ରାକୃତ ତତ୍ତ୍ବମାନଙ୍କର ଉତ୍ପତ୍ତି
    • ଭଗବାନ ବିଷ୍ଣୁଙ୍କ ନାଭିରୁ ପଦ୍ମର ଉତ୍ପତ୍ତି, ଶିବେଚ୍ଛାରେ ତହିଁରୁ ବ୍ରହ୍ମାଙ୍କ ଆବିର୍ଭାବ, ବ୍ରହ୍ମାଙ୍କର ତପସ୍ୟା, ଶ୍ରୀହରିଙ୍କ ଦର୍ଶନ ଲାଭ, ବିବାଦଗ୍ରସ୍ତ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ଅଗ୍ନିସ୍ତମ୍ଭର ପ୍ରାକଟ୍ୟ ଏବଂ ଅଗ୍ନିସ୍ତମ୍ଭର ଆଦି-ଅନ୍ତ ନ ପାଇ ଦୁହେଁ ତାହାକୁ ପ୍ରଣାମ କରିବା ପ୍ରସଙ୍ଗ
    • ବ୍ରହ୍ମା ଓ ବିଷ୍ଣୁଙ୍କୁ ଭଗବାନ ଶିବଙ୍କର ଶବ୍ଦମୟ ତନୁର ଦର୍ଶନ
    • ଉମାଙ୍କ ସହ ଭଗବାନ ଶିବଙ୍କ ପ୍ରାକଟ୍ୟ, ତାଙ୍କ ସ୍ବମୁଖରୁ ନିଜ ସ୍ବରୂପର ବିବେଚନ ଏବଂ ବ୍ରହ୍ମାଦି ତ୍ରିଦେବଙ୍କ ଏକତା ପ୍ରତିପାଦନ
    • ଶ୍ରୀହରିଙ୍କୁ ସୃଷ୍ଟିରକ୍ଷାର ଭାର ତଥା ଭୁକ୍ତି ଓ ମୁକ୍ତି ପ୍ରଦାନର ଅଧିକାର ଦେଇ ଭଗବାନ ଶିବଙ୍କର ଅନ୍ତର୍ଦ୍ଧାନ ହେବା ପ୍ରସଙ୍ଗ
    • ଶିବପୂଜନର ବିଧି ଓ ତାହାର ଫଳ
    • ଭଗବାନ ଶିବଙ୍କ ଶ୍ରେଷ୍ଠତା ତଥା ତାଙ୍କ ପୂଜାର ଅନିବାର୍ଯ୍ୟତା ପ୍ରତିପାଦନ
    • ଶିବପୂଜନର ସର୍ବୋତ୍ତମ ବିଧିର ବର୍ଣ୍ଣନା
    • ବିଭିନ୍ନ ପୁଷ୍ପ, ଅନ୍ନ ତଥା ଜଳାଦି ଧାରାରେ ଶିବପୂଜନର ମାହାତ୍ମ୍ୟ
    • ସୃଷ୍ଟି-ବର୍ଣ୍ଣନ
    • ମନୁ ଓ ଶତରୂପାଙ୍କ ଠାରୁ ତଥା ଋଷିଗଣ ଓ ଦକ୍ଷକନ୍ୟାମାନଙ୍କ ଠାରୁ ଉତ୍ପନ୍ନ ସନ୍ତାନଙ୍କର ବର୍ଣ୍ଣନା ଏବଂ ସତୀ ଓ ଶିବଙ୍କ ମହତ୍ତ୍ବ ପ୍ରତିପାଦନ
    • ଶିବଙ୍କ କୃପାରୁ ଯଜ୍ଞଦତ୍ତଙ୍କ ପୁତ୍ରକୁ କୁବେରପଦ ପ୍ରାପ୍ତି ଏବଂ ତାହାର ଭଗବାନ ଶିବଙ୍କ ସହ ମୈତ୍ରୀ
    • ଶିବଙ୍କର କୈଳାସ ଗମନ ଏବଂ ସୃଷ୍ଟିଖଣ୍ଡର ଉପସଂହାର
  • +
    ରୁଦ୍ରସଂହିତା, ଦ୍ବିତୀୟ (ସତୀ) ଖଣ୍ଡ
    • ନାରଦଙ୍କ ପ୍ରଶ୍ନ ଓ ଉତ୍ତରରୂପେ ବ୍ରହ୍ମାଙ୍କ ମୁଖରୁ ଶିବ ଓ ସତୀଙ୍କ ଚରିତ ପ୍ରାରମ୍ଭ, ସଦାଶିବଙ୍କ ଠାରୁ ତ୍ରିଦେବଙ୍କ ଉତ୍ପତ୍ତି ତଥା ବ୍ରହ୍ମାଙ୍କ ଠାରୁ ଦେବତାଦିଙ୍କ ସୃଷ୍ଟି ପରେ ଗୋଟିଏ ନାରୀ ଓ ଗୋଟିଏ ପୁରୁଷର ପ୍ରାକଟ୍ୟ ପ୍ରସଙ୍ଗ
    • କାମଦେବଙ୍କ ନାମ ନିର୍ଦ୍ଧାରଣ ଓ ରତିଙ୍କ ସହ ତାଙ୍କର ବିବାହ, କୁମାରୀ ସନ୍ଧ୍ୟାର ଚରିତ ଏବଂ ବଶିଷ୍ଠମୁନିଙ୍କ ଦ୍ବାରା ଚନ୍ଦ୍ରଭାଗ ପର୍ବତ ଉପରେ ସନ୍ଧ୍ୟାକୁ ତପସ୍ୟାର ବିଧିନିର୍ଦେଶ
    • ସନ୍ଧ୍ୟାର ତପସ୍ୟା ଓ ଶିବଙ୍କୁ ସ୍ତୁତି, ଶିବଙ୍କ ଠାରୁ ସନ୍ଧ୍ୟାକୁ ଅଭୀଷ୍ଟ ବର ଲାଭ ଏବଂ ତାକୁ ମେଧାତିଥିଙ୍କ ଯଜ୍ଞସ୍ଥଳକୁ ଯିବା ପାଇଁ ଶିବଙ୍କ ଉପଦେଶ
    • ସନ୍ଧ୍ୟାର ଆତ୍ମାହୁତି, ଅରୁନ୍ଧତୀରୂପେ ପୁନଃ ଅବତରଣ ଓ ମୁନିବର ବଶିଷ୍ଠଙ୍କ ସଙ୍ଗେ ବିବାହ; ରୁଦ୍ରଙ୍କ ବିବାହ ନିମନ୍ତେ ବ୍ରହ୍ମାଙ୍କ ପ୍ରଯତ୍ନ ଓ ଚିନ୍ତା ଏବଂ ବିଷ୍ଣୁଙ୍କ ଠାରୁ ଶିବାଙ୍କ ଆରାଧନାର ଉପଦେଶ ପାଇ ବ୍ରହ୍ମାଙ୍କର ଚିନ୍ତାମୁକ୍ତି
    • ଦକ୍ଷଙ୍କ ତପସ୍ୟା ଓ ଦେବୀ ଶିବାଙ୍କ ଠାରୁ ବରପ୍ରାପ୍ତି
    • ବ୍ରହ୍ମାଙ୍କ ଆଦେଶରେ ଦକ୍ଷଙ୍କ ଦ୍ବାରା ମୈଥୁନୀ ସୃଷ୍ଟି ଆରମ୍ଭ, ଦକ୍ଷଙ୍କ ପୁତ୍ର ହର୍ଯ୍ୟଶ୍ବ ଓ ଶବଳାଶ୍ବଙ୍କୁ ନିବୃତ୍ତି ମାର୍ଗରେ ପ୍ରେରିତ କରୁଥିବା ନାରଦଙ୍କୁ ଦକ୍ଷଙ୍କ ଅଭିଶାପ
    • ଦକ୍ଷଙ୍କ ଷାଠିଏ କନ୍ୟାଙ୍କ ବିବାହ, ଦକ୍ଷଙ୍କ ଗୃହରେ ବୀରିଣୀଙ୍କ ଗର୍ଭରୁ ଦେବୀ ଶିବାଙ୍କ ଅାବିର୍ଭାବ, ଦେବୀଙ୍କୁ ଦକ୍ଷଙ୍କ ସ୍ତୁତି ଏବଂ ସତୀଙ୍କ ସଦ୍୷ଗୁଣ ଓ କ୍ରୀଡ଼ାରେ ମାତାପିତାଙ୍କ ଆନନ୍ଦ
    • ସତୀଙ୍କ ତପସ୍ୟାରେ ସନ୍ତୁଷ୍ଟ ଦେବତାମାନଙ୍କର କୈଳାସ ପ୍ରତ୍ୟାବର୍ତ୍ତନ ଓ ଶିବଙ୍କୁ ସ୍ତୁତି
    • ସତୀଙ୍କ ସଙ୍ଗେ ବିବାହ କରିବା ନିମନ୍ତେ ରୁଦ୍ରଦେବଙ୍କୁ ବ୍ରହ୍ମାଙ୍କ ଅନୁରୋଧ, ଏଥିରେ ବିଷ୍ଣୁଙ୍କର ଅନୁମୋଦନ ଓ ରୁଦ୍ରଙ୍କର ସ୍ବୀକୃତି
    • ସତୀଙ୍କୁ ବରପ୍ରାପ୍ତି ଓ ଶିବଙ୍କ ଆଜ୍ଞାରେ ବିବାହ ପ୍ରସ୍ତାବ ନେଇ ବ୍ରହ୍ମାଙ୍କର ଦକ୍ଷଗୃହ ଅଭିମୁଖେ ଯାତ୍ରା
    • ବ୍ରହ୍ମାଙ୍କ ମୁଖରୁ ଦକ୍ଷଙ୍କ ଅନୁମତି ଶୁଣି ଦେବତା ଓ ମୁନିଙ୍କୁ ସଙ୍ଗରେ ନେଇ ଶିବଙ୍କର ବିବାହ-ଯାତ୍ରା, ଦକ୍ଷଙ୍କର ସମସ୍ତଙ୍କୁ ସତ୍କାର ଏବଂ ସତୀଙ୍କ ସଙ୍ଗେ ଶିବଙ୍କ ବିବାହ
    • ସତୀ ଓ ଶିବଙ୍କର ଅଗ୍ନି-ପରିକ୍ରମା, ଶ୍ରୀହରିଙ୍କ ମୁଖରୁ ଶିବତତ୍ତ୍ବର ବର୍ଣ୍ଣନ, ବ୍ରହ୍ମାଙ୍କ ଅନୁରୋଧ କ୍ରମେ ବେଦି ଉପରେ ଅନ୍ୟତମ ରୂପରେ ଶିବଙ୍କର ନିତ୍ୟ ଅବସ୍ଥାନ ଏବଂ ଶିବ ଓ ସତୀଙ୍କର କୈଳାସ ଯାତ୍ରା
    • ସତୀଙ୍କ ପ୍ରଶ୍ନ ଓ ତାହାର ଉତ୍ତରରୂପେ ଶିବଙ୍କ ମୁଖରୁ ଜ୍ଞାନ ଓ ନବଧା ଭକ୍ତିର ସ୍ବରୂପ ବର୍ଣ୍ଣନା
    • ଦଣ୍ଡକାରଣ୍ୟରେ ଶିବ ଶ୍ରୀରାମଙ୍କ ଉଦ୍ଦେଶ୍ୟରେ ମସ୍ତକ ଅବନତ କରିବା ଦେଖି ସତୀଙ୍କର ମୋହ ଏବଂ ଶିବଙ୍କ ଆଜ୍ଞାରେ ସତୀଙ୍କର ଶ୍ରୀରାମଙ୍କୁ ପରୀକ୍ଷା
    • ଗୋଲୋକଧାମରେ ଶିବଙ୍କ ଦ୍ବାରା ବିଷ୍ଣୁଙ୍କର ଗୋପେଶ ପଦରେ ଅଭିଷେକ, ଶ୍ରୀରାମ ନିଜ ପ୍ରତି ପ୍ରଣାମର ରହସ୍ୟ ବ୍ୟକ୍ତ କରିବାରୁ ସତୀଙ୍କର ସନ୍ଦେହ ମୋଚନ ଏବଂ ଶିବ ସତୀଙ୍କୁ ମାନସିକରୂପେ ତ୍ୟାଗ କରିବା ପ୍ରସଙ୍ଗ
    • ପ୍ରୟାଗରେ ସମସ୍ତ ମହାତ୍ମା ମୁନିଗଣଙ୍କ ଦ୍ବାରା ଅନୁଷ୍ଠିତ ଯଜ୍ଞରେ ଦକ୍ଷଙ୍କର ଶିବଙ୍କୁ ତିରସ୍କାର କରି ଓ ଅଭିଶାପ, ନନ୍ଦୀଙ୍କର ବ୍ରାହ୍ମଣକୁଳକୁ ଅଭିଶାପ ଏବଂ ନନ୍ଦୀଙ୍କୁ ଶିବ ଶାନ୍ତ କରିବା ପ୍ରସଙ୍ଗ
    • ଦକ୍ଷଙ୍କ ଦ୍ବାରା ମହାଯଜ୍ଞର ଆୟୋଜନ, ଯଜ୍ଞକୁ ବ୍ରହ୍ମା, ବିଷ୍ଣୁ, ଦେବଗଣ ଓ ଋଷିଗଣଙ୍କ ଆଗମନ, ଦକ୍ଷଙ୍କ ଦ୍ବାରା ସମସ୍ତଙ୍କର ସତ୍କାର, ଯଜ୍ଞାରମ୍ଭ, ଶିବଙ୍କୁ ଡାକିବାକୁ ଦଧୀଚିଙ୍କ ଅନୁରୋଧ, କିନ୍ତୁ ଦକ୍ଷ ବିରୋଧ କରିବାରୁ ସେଠାରୁ ଶିବଭକ୍ତଙ୍କର ପ୍ରସ୍ଥାନ
    • ଦକ୍ଷଯଜ୍ଞର ସମାଚାର ପାଇ ସେଠାକୁ ଯିବାକୁ ସତୀଙ୍କର ଶିବଙ୍କୁ ଅନୁରୋଧ ଏବଂ ମହାଦେବଙ୍କ ଠାରୁ ଦକ୍ଷଙ୍କ ଶିବଦ୍ରୋହ ବିଷୟ ଜାଣିବା ପରେ ମଧ୍ୟ ତାଙ୍କ ଆଜ୍ଞା ନେଇ ଶିବଗଣଙ୍କ ସହ ଯଜ୍ଞସ୍ଥଳ ଅଭିମୁଖେ ଗମନ
    • ଯଜ୍ଞଶାଳାରେ ଶିବଙ୍କ ଭାଗ ଦେଖିବାକୁ ନ ପାଇ ସତୀଙ୍କର ରୋଷ, ଦକ୍ଷଙ୍କ ମୁଖରୁ ଶିବନିନ୍ଦା ଶୁଣି ଦକ୍ଷଙ୍କୁ ଓ ଦେବଗଣଙ୍କୁ ସତୀଙ୍କର ଧିକ୍କାର ଏବଂ ନିଜ ପ୍ରାଣତ୍ୟାଗର ନିର୍ଣ୍ଣୟ
    • ଯୋଗାଗ୍ନିରେ ସତୀଙ୍କର ଆତ୍ମାହୁତି, ଦର୍ଶକମାନଙ୍କର ହାହାକାର, ଶିବପାର୍ଷଦମାନଙ୍କର ପ୍ରାଣତ୍ୟାଗ, ଅବଶିଷ୍ଟ ପାର୍ଷଦମାନଙ୍କର ଦକ୍ଷଙ୍କ ଉପରେ ଆକ୍ରମଣ ତଥା ଋଭୁଗଣଙ୍କ ଦ୍ବାରା ବିତାଡ଼ିତ ହୋଇ ପଳାୟନ ଏବଂ ଦେବଗଣଙ୍କ ଚିନ୍ତା
    • ଦକ୍ଷଙ୍କୁ ଆକାଶବାଣୀର ଭର୍ତ୍ସନା, ତାଙ୍କ ବିନାଶର ସୂଚନା ଏବଂ ଦେବଗଣଙ୍କୁ ଯଜ୍ଞମଣ୍ଡପ ଛାଡ଼ି ପଳାୟନ କରିବାକୁ ପ୍ରେରଣା
    • ଶିବଗଣଙ୍କ ମୁଖରୁ ଓ ନାରଦଙ୍କ ଠାରୁ ସତୀଙ୍କ ଦଗ୍ଧ ହେବାର ସମାଚାର ପାଇ ଶିବଙ୍କର ଦକ୍ଷଙ୍କ ପ୍ରତି କୋପ ଏବଂ ଆପଣା ଜଟାରୁ ବୀରଭଦ୍ର ଓ ମହାକାଳୀଙ୍କୁ ପ୍ରକଟ କରି ସେମାନଙ୍କୁ ଯଜ୍ଞବିଧ୍ବଂସ କରିବାକୁ ଓ ବିରୋଧକାରୀଙ୍କୁ ପୋଡ଼ିଦେବାକୁ ଆଜ୍ଞା ପ୍ରଦାନ
    • ପ୍ରମଥଗଣଙ୍କ ସହିତ ବୀରଭଦ୍ର ଓ ମହାକାଳୀ ଦକ୍ଷଯଜ୍ଞ ବିଧ୍ବଂସ ନିମନ୍ତେ ଗମନ ଏବଂ ଅପଶକୁନ ଓ ଉତ୍ପାତସୂଚକ ଲକ୍ଷଣ ଦେଖି ଦକ୍ଷ ଓ ଦେବଗଣଙ୍କର ଭୟାକୁଳ ସ୍ଥିତି
    • ଯଜ୍ଞ ରକ୍ଷା କରିବା ପାଇଁ ବିଷ୍ଣୁଙ୍କୁ ଦକ୍ଷଙ୍କ ପ୍ରାର୍ଥନା, କିନ୍ତୁ ଶିବଦ୍ରୋହଜନିତ ସଂକଟକୁ ଟାଳିବାରେ ବିଷ୍ଣୁ ନିଜ ଅକ୍ଷମତା ଦର୍ଶାଇ ଦକ୍ଷଙ୍କୁ ବୁଝାଇବା ଏବଂ ସେନାସମେତ ବୀରଭଦ୍ରଙ୍କର ଆଗମନ
    • ଦେବଗଣଙ୍କର ପଳାୟନ, ଇନ୍ଦ୍ରାଦିଙ୍କ ପ୍ରଶ୍ନର ଉତ୍ତରରେ ବୃହସ୍ପତି ରୁଦ୍ରଦେବଙ୍କୁ ଅଜେୟ ବୋଲି କହିବା, ବୀରଭଦ୍ରଙ୍କର ଦେବତାଙ୍କୁ ଯୁଦ୍ଧ ପାଇଁ ଆହ୍ବାନ, ବିଷ୍ଣୁ ଓ ବୀରଭଦ୍ରଙ୍କ ମଧ୍ୟରେ ବିତର୍କ ଓ ସଂଗ୍ରାମ, ବିଷ୍ଣୁ ପ୍ରଭୃତି ନିଜ ନିଜ ଲୋକକୁ ପ୍ରସ୍ଥାନ କରିବା ପରେ ଦକ୍ଷଙ୍କୁ ଓ ତାଙ୍କ ଯଜ୍ଞକୁ ବିନାଶ କରି ବୀରଭଦ୍ରଙ୍କର କୈଳାସ ପ୍ରତ୍ୟାବର୍ତ୍ତନ
    • ବିଷ୍ଣୁଙ୍କ ପରାଜୟରେ ଦଧୀଚି ମୁନିଙ୍କ ଶାପକୁ କାରଣ ବୋଲି ଦର୍ଶାଇବାକୁ ଯାଇ ଦଧୀଚି ଓ କ୍ଷୁବଙ୍କ ବିବାଦର ଇତିହାସ ବର୍ଣ୍ଣନା, ମୃତ୍ୟୁଞ୍ଜୟ ମନ୍ତ୍ର ଅନୁଷ୍ଠାନଦ୍ବାରା ଦଧୀଚିଙ୍କୁ ଅବଧ୍ୟତା ପ୍ରାପ୍ତି ଏବଂ ଦଧୀଚିଙ୍କୁ ପରାଜିତ କରିବାକୁ ପ୍ରଯତ୍ନ କରିବେ ବୋଲି କ୍ଷୁବଙ୍କୁ ଶ୍ରୀହରିଙ୍କ ଆଶ୍ବାସନା
    • ଭଗବାନ ବିଷ୍ଣୁ ତଥା ଦେବତାଙ୍କ ଦ୍ବାରା ଅପରାଜିତ ଦଧୀଚିଙ୍କର ସେମାନଙ୍କ ପ୍ରତି ଶାପ ଓ କ୍ଷୁବଙ୍କ ପ୍ରତି ଅନୁଗ୍ରହ
    • ବ୍ରହ୍ମା ଦେବଗଣଙ୍କ ଗହଣରେ ବିଷ୍ଣୁଲୋକକୁ ଯାଇ ବିଷ୍ଣୁଙ୍କୁ ନିଜର ଦୁଃଖ ନିବେଦନ କରିବାରୁ ଶିବଙ୍କ ନିକଟରେ କ୍ଷମା ମାଗିବାକୁ ବିଷ୍ଣୁଙ୍କର ପରାମର୍ଶ ଏବଂ ସେମାନଙ୍କ ସଙ୍ଗରେ ବିଷ୍ଣୁଙ୍କର ମଧ୍ୟ କୈଳାସ ଗମନ ତଥା ଶିବଙ୍କ ସଙ୍ଗେ ସାକ୍ଷାତ
    • ଦେବଗଣଙ୍କର ଶିବଙ୍କୁ ସ୍ତୁତି, ଦେବତାଦିଙ୍କ ଅଙ୍ଗ ସୁସ୍ଥ ହେବାକୁ ଓ ଦକ୍ଷ ଜୀବିତ ହେବାକୁ ଶିବଙ୍କର ବରଦାନ ଏବଂ ଶ୍ରୀହରି ପ୍ରଭୃତିଙ୍କ ସଙ୍ଗେ ଯଜ୍ଞମଣ୍ଡପକୁ ଆସି ଦକ୍ଷଙ୍କୁ ଜୀବନଦାନ; ଦକ୍ଷ ଓ ବିଷ୍ଣୁ ପ୍ରଭୃତିଙ୍କ ଦ୍ବାରା ଶିବଙ୍କ ସ୍ତୁତି
    • ଶିବଙ୍କର ଦକ୍ଷଙ୍କ ସମ୍ମୁଖରେ ନିଜର ଭକ୍ତବତ୍ସଳତା, ଜ୍ଞାନୀଭକ୍ତର ଶ୍ରେଷ୍ଠତା ଓ ତ୍ରିଦେବଙ୍କର ଅଭିନ୍ନତା ପ୍ରତିପାଦନ, ଦକ୍ଷଯଜ୍ଞ ସମାପନ, ସମସ୍ତ ଦେବାଦିଙ୍କର ସ୍ବସ୍ଥାନ ପ୍ରତ୍ୟାବର୍ତ୍ତନ, ସତୀଖଣ୍ଡର ଉପସଂହାର ଓ ମାହାତ୍ମ୍ୟ
  • +
    ରୁଦ୍ରସଂହିତା, ତୃତୀୟ (ପାର୍ବତୀ) ଖଣ୍ଡ
    • ହିମାଳୟଙ୍କର ସ୍ଥାବର ଓ ଜଙ୍ଗମ ଦ୍ବିବିଧ ରୂପ ତଥା ଦିବ୍ୟତାର ବର୍ଣ୍ଣନା, ମେନାଙ୍କ ସଙ୍ଗେ ତାଙ୍କ ବିବାହ ତଥା ମେନା ପ୍ରଭୃତିଙ୍କୁ ପୂର୍ବଜନ୍ମରେ ସନକାଦିଙ୍କ ଠାରୁ ପ୍ରାପ୍ତ ହୋଇଥିବା ଶାପ ଓ ବରଦାନ ପ୍ରସଙ୍ଗ
    • ଦେବଗଣଙ୍କର ହିମାଳୟଙ୍କ ନିକଟକୁ ଗମନ ଏବଂ ତାଙ୍କ ଦ୍ବାରା ସତ୍୷କୃତ ହେବା ପରେ ତାଙ୍କୁ ଉମାଙ୍କ ଆରାଧନାର ବିଧି ଶିକ୍ଷା ଦେଇ ସେମାନେ ନିଜେ ମଧ୍ୟ ଏକ ସୁନ୍ଦର ସ୍ଥାନକୁ ଯାଇ ଦେବୀଙ୍କୁ ସ୍ତୁତି କରିବା ପ୍ରସଙ୍ଗ
    • ଉମାଦେବୀ ଦିବ୍ୟରୂପରେ ଦେବଗଣଙ୍କୁ ଦର୍ଶନ ଦେବାରୁ ଦେବଗଣଙ୍କ ନିବେଦନ ଏବଂ ଦେବୀ ଅବତାର ଗ୍ରହଣ କରିବାକୁ ସମ୍ମତ ହେବାରୁ ଦେବଗଣଙ୍କ ଆଶ୍ବସ୍ତି
    • ଶିବାଦେବୀ ମେନାଙ୍କୁ ପ୍ରତ୍ୟକ୍ଷ ଦର୍ଶନ ଦେଇ ତାଙ୍କୁ ଅଭୀଷ୍ଟ ବରଦାନରେ ସନ୍ତୁଷ୍ଟ କରିବା ଏବଂ ମେନାଙ୍କ ଠାରୁ ମୈନାକର ଜନ୍ମ ପ୍ରସଙ୍ଗ
    • ହିମବାନଙ୍କ ହୃଦୟରେ ତଥା ମେନାଙ୍କ ଗର୍ଭରେ ଦେବୀ ଉମାଙ୍କ ବାସ, ଦେବଗଣଙ୍କ ଦ୍ବାରା ଗର୍ଭସ୍ଥ ଦେବୀଙ୍କ ସ୍ତୁତି, ତାଙ୍କର ଦିବ୍ୟରୂପରେ ଆବିର୍ଭାବ, ମେନାଙ୍କ ସହ କଥାବାର୍ତ୍ତା ତଥା ଦେବୀଙ୍କର ନବଜାତ ଶିଶୁ ରୂପରେ ପରିବର୍ତ୍ତିତ ହେବା ପ୍ରସଙ୍ଗ
    • ପାର୍ବତୀଙ୍କ ନାମକରଣ ଓ ବିଦ୍ୟାଧ୍ୟୟନ, ହିମବାନଙ୍କ ଗୃହରେ ନାରଦଙ୍କ ପଦାର୍ପଣ, ପାର୍ବତୀଙ୍କ ହସ୍ତରେଖା ଦେଖି ଭବିଷ୍ୟତ ନିରୂପଣ, ଚିନ୍ତିତ ହିମବାନଙ୍କୁ ଆଶ୍ବାସନା ଦେଇ ପାର୍ବତୀଙ୍କ ବିବାହ ଶିବଙ୍କ ସହିତ କରିବାକୁ ପରାମର୍ଶ ଓ ତାଙ୍କ ସନ୍ଦେହ ନିବାରଣ
    • ମେନା ଓ ହିମାଳୟଙ୍କର ବିଚାର-ବିମର୍ଶ, ପାର୍ବତୀ ଓ ହିମବାନଙ୍କ ସ୍ବପ୍ନ ଏବଂ ଭଗବାନ ଶିବଙ୍କ ଠାରୁ ‘ମଙ୍ଗଳ’ ଗ୍ରହର ଉତ୍ପତ୍ତି ପ୍ରସଙ୍ଗ
    • ଗଙ୍ଗାବତରଣ ତୀର୍ଥକୁ ତପସ୍ୟା ନିମନ୍ତେ ଶିବଙ୍କ ଆଗମନ, ହିମବାନଙ୍କ ଦ୍ବାରା ତାଙ୍କର ସ୍ବାଗତ, ପୂଜନ ଓ ସ୍ତବନ ଏବଂ ଶିବଙ୍କ ଆଜ୍ଞାନୁସାରେ ସେଠାକୁ ଅନ୍ୟମାନଙ୍କ ପ୍ରବେଶ ନିଷେଧ କରିବାକୁ ହିମବାନଙ୍କର ବନ୍ଦୋବସ୍ତ
    • ଶିବଙ୍କ ସେବାରେ ପାର୍ବତୀଙ୍କୁ ଛାଡ଼ିବା ନିମନ୍ତେ ହିମବାନଙ୍କର ଶିବଙ୍କୁ ଅନୁମତି ଭିକ୍ଷା ଏବଂ କାରଣ ବୁଝାଇବା ସହ ତାଙ୍କ ପ୍ରସ୍ତାବକୁ ଶିବଙ୍କର ପ୍ରତ୍ୟାଖ୍ୟାନ
    • ପାର୍ବତୀ ଓ ଶିବଙ୍କର ଦାର୍ଶନିକ ସଂବାଦ, ଶିବଙ୍କ ମୁଖରୁ ପାର୍ବତୀଙ୍କୁ ସେବା କରିବାର ଅନୁମତି ଏବଂ ମହେଶ୍ବରଙ୍କ ନିତ୍ୟ ସେବାରେ ପାର୍ବତୀଙ୍କର ତତ୍ପରତା
    • ତାରକାସୁର ଦ୍ବାରା ପ୍ରପୀଡ଼ିତ ଦେବଗଣଙ୍କର ବ୍ରହ୍ମାଙ୍କ ସମକ୍ଷରେ ଆପଣା ବ୍ୟଥା ବର୍ଣ୍ଣନ, ପାର୍ବତୀଙ୍କ ସଙ୍ଗେ ଶିବଙ୍କର ବିବାହ ପାଇଁ ଉଦ୍ୟମ କରିବାକୁ ଦେବଗଣଙ୍କୁ ବ୍ରହ୍ମାଙ୍କ ଆଦେଶ, ବ୍ରହ୍ମା ବୁଝାଇବା ପରେ ତାରକାସୁରର ସ୍ବର୍ଗ ପରିତ୍ୟାଗ ଏବଂ ସେଠାରେ ରହି ଲକ୍ଷ୍ୟସିଦ୍ଧି ନିମନ୍ତେ ଦେବଗଣଙ୍କ ପ୍ରଯତ୍ନ
    • ଇନ୍ଦ୍ର ଓ କାମଦେବଙ୍କ ମଧ୍ୟରେ ବାର୍ତ୍ତାଳାପ ଏବଂ ଇନ୍ଦ୍ରଙ୍କ ନିର୍ଦେଶାନୁସାରେ ଶିବଙ୍କୁ ମୋହିତ କରିବା ଉଦ୍ଦେଶ୍ୟରେ କାମଦେବଙ୍କର ଶିବଙ୍କ ନିକଟକୁ ଗମନ
    • ରୁଦ୍ରଙ୍କ ନେତ୍ରଜନିତ ଅଗ୍ନିରେ କାମଦେବଙ୍କ ଦହନ, ରତିଙ୍କ ବିଳାପ, ଦେବଗଣ ପ୍ରାର୍ଥନା କରିବାରୁ କାମଦେବ ପ୍ରଦ୍ୟୁମ୍ନ ରୂପେ ନୂତନ ଦେହ ପାଇବେ ବୋଲି ଶିବଙ୍କ ବରଦାନ ଏବଂ ରତିଙ୍କର ଶମ୍ବର-ନଗରକୁ ଗମନ
    • ବ୍ରହ୍ମା ଶିବଙ୍କ କ୍ରୋଧାନଳକୁ ବଡ଼ବା ସଂଜ୍ଞା ଦେଇ ତାହାକୁ ସମୁଦ୍ରରେ ସ୍ଥାପିତ କରିବାରୁ ସଂସାରର ଭୟନାଶ, ଶିବଙ୍କ ବିରହରେ ପାର୍ବତୀଙ୍କ ଶୋକ ଏବଂ ତାଙ୍କୁ ତପସ୍ୟା କରିବାକୁ ନାରଦଙ୍କର ଉପଦେଶ ଓ ପଞ୍ଚାକ୍ଷର ମନ୍ତ୍ର ପ୍ରଦାନ
    • ଶିବଙ୍କ ଆରାଧନା ନିମନ୍ତେ ପାର୍ବତୀଙ୍କର ଦୁଷ୍କର ତପସ୍ୟା
    • ପାର୍ବତୀଙ୍କର ତପସ୍ୟାବିଷୟକ ଦୃଢ଼ତା, ଅତ୍ୟଧିକ ଉଗ୍ରତପସ୍ୟା, ତପସ୍ୟା ପ୍ରଭାବରେ ତ୍ରୈଲୋକ୍ୟ ସଂତପ୍ତ ହେବାରୁ ଶିବଙ୍କ ନିକଟକୁ ଦେବଗଣଙ୍କ ସହ ବ୍ରହ୍ମା ଓ ବିଷ୍ଣୁଙ୍କ ଗମନ
    • ପାର୍ବତୀଙ୍କ ପାଣିଗ୍ରହଣ କରିବାକୁ ଦେବଗଣଙ୍କର ଶିବଙ୍କୁ ଅନୁରୋଧ, ବିବାହର ଦୋଷ ଦର୍ଶାଇ ଶିବଙ୍କର ଅସ୍ବୀକୃତି ଏବଂ ସେମାନେ ପୁନଃ ପ୍ରାର୍ଥନା କରିବାରୁ ସମ୍ମତି ପ୍ରଦାନ
    • ଶିବଙ୍କ ଆଜ୍ଞାରେ ପାର୍ବତୀଙ୍କ ଆଶ୍ରମକୁ ସପ୍ତର୍ଷିଗଣଙ୍କ ଆଗମନ ଓ େସମାନଙ୍କ ଦ୍ବାରା ପାର୍ବତୀଙ୍କ ଶିବାନୁରାଗର ପରୀକ୍ଷା ଏବଂ ଶିବଙ୍କୁ ପାର୍ବତୀଙ୍କ ବୃତ୍ତାନ୍ତ ଶୁଣାଇବା ପରେ ସେମାନଙ୍କର ସ୍ବର୍ଗ ପ୍ରତ୍ୟାବର୍ତ୍ତନ
    • ଶିବ ଜଟାଧାରୀ ତପସ୍ବୀ ବ୍ରାହ୍ମଣବେଶରେ ପାର୍ବତୀଙ୍କ ଆଶ୍ରମକୁ ଯାଇ ତାଙ୍କୁ ତପସ୍ୟାର କାରଣ ପଚାରିବାରୁ ପାର୍ବତୀ ନିଜ ସଖୀ ବିଜୟା ଦ୍ବାରା ତାଙ୍କୁ ସବୁ କଥା ଅବଗତ କରାଇବା ପ୍ରସଙ୍ଗ
    • ପାର୍ବତୀଙ୍କ ସମ୍ମୁଖରେ ଜଟାଧାରୀ ତପସ୍ବୀ ବ୍ରାହ୍ମଣଙ୍କର ଶିବନିନ୍ଦା ଏବଂ ଶିବଙ୍କ କଥା ଭୁଲିଯିବାକୁ ପରାମର୍ଶ
    • ପାର୍ବତୀଙ୍କ ପରମେଶ୍ବର ଶିବଙ୍କ ମହିମା ପ୍ରତିପାଦନ କରିବା ପରେ ଜଟାଧାରୀ ବ୍ରାହ୍ମଣଙ୍କ ଉପରେ ରୁଷ୍ଟ ହୋଇ ସଖୀଦ୍ବାରା ତାଙ୍କୁ ଅଧିକ କିଛି କହିବାକୁ ବାରଣ କରିବା, ଭଗବାନ ଶିବ ନିଜର ପ୍ରକୃତ ରୂପରେ ଦର୍ଶନ ଦେଇ ତାଙ୍କୁ ସଙ୍ଗରେ ଯିବାକୁ କହିବା
    • ଶିବ-ପାର୍ବତୀଙ୍କର କଥୋପକଥନ ଏବଂ ପାର୍ବତୀଙ୍କ ଅନୁରୋଧକୁ ଶିବଙ୍କର ସ୍ବୀକୃତି
    • ପାର୍ବତୀଙ୍କ ପିତ୍ରାଳୟରେ ମହାଦେବଙ୍କ ସତ୍କାର, ମହାଦେବଙ୍କ ନଟଲୀଳା, ମେନା ପ୍ରଭୃତିଙ୍କୁ କନ୍ୟାଦାନ ମାଗିବା ସତ୍ତ୍ବେ ମାତାପିତାଙ୍କ ଅସ୍ବୀକୃତି ଓ ଶିବଙ୍କର ସେଠାରୁ ଅନ୍ତର୍ଦ୍ଧାନ
    • ଦେବଗଣଙ୍କ ଅନୁରୋଧରେ ବୈଷ୍ଣବ ବ୍ରାହ୍ମଣ ବେଶରେ ଶିବଙ୍କର ହିମବାନଙ୍କ ଗୃହକୁ ଆଗମନ ଓ ଶିବନିନ୍ଦା କରି ପାର୍ବତୀଙ୍କ ବିବାହ ତାଙ୍କ ସହିତ ନ କରିବାକୁ ପରାମର୍ଶ
    • କୋପଭବନରେ ମେନାଙ୍କ ପ୍ରବେଶ, ଶିବଙ୍କ ପ୍ରେରଣାରେ ହିମବାନଙ୍କ ନିକଟକୁ ସପ୍ତର୍ଷିଙ୍କୁ ଆଗମନ, ହିମବାନଙ୍କ ଗୃହରେ ସେମାନଙ୍କର ସତ୍କାର; ମେନା ଓ ହିମବାନଙ୍କୁ ବୁଝାଇସୁଝାଇ ପାର୍ବତୀଙ୍କ ବିବାହ ଶିବଙ୍କ ସଙ୍ଗେ କରିବାକୁ ସପ୍ତର୍ଷି, ଅରୁନ୍ଧତୀ ଓ ମହର୍ଷି ବଶିଷ୍ଠଙ୍କର ପ୍ରେରଣା
    • ସପ୍ତର୍ଷିଗଣଙ୍କ ସାନ୍ତ୍ବନା ଓ ମେରୁ ପ୍ରଭୃତିଙ୍କ ପ୍ରେରଣାରେ ଶିବଙ୍କ ସଙ୍ଗେ ପାର୍ବତୀଙ୍କ ବିବାହ କରିବାକୁ ପିତାମାତାଙ୍କ ସମ୍ମତି ଏବଂ ଶିବଙ୍କ ନିକଟରେ ଏ ସମାଚାର ପହଞ୍ଚାଇ ସପ୍ତର୍ଷିମାନଙ୍କର ସ୍ବସ୍ଥାନ ପ୍ରତ୍ୟାବର୍ତ୍ତନ
    • ଶିବଙ୍କ ପାଖକୁ ଲଗ୍ନ ପତ୍ରିକା ପ୍ରେଷଣ କରିବା ପରେ ହିମବାନଙ୍କ ଦ୍ବାରା ବିବାହ ନିମନ୍ତେ ଆବଶ୍ୟକ ସାମଗ୍ରୀ ସଂଗ୍ରହ, ମଙ୍ଗଳାଚାର ଆରମ୍ଭ, ତାଙ୍କ ନିମନ୍ତ୍ରଣ ପାଇ ପର୍ବତ ଓ ନଦୀମାନଙ୍କର ଦିବ୍ୟରୂପରେ ଆଗମନ, ନଗରସଜ୍ଜା ଓ ବିଶ୍ବକର୍ମାଙ୍କ ଦ୍ବାରା ଦିବ୍ୟ ଯଜ୍ଞମଣ୍ଡପ ତଥା ଦେବତାଙ୍କ ନିବାସ ନିମନ୍ତେ ଦିବ୍ୟଲୋକ ନିର୍ମାଣ
    • ନାରଦଙ୍କ ଦ୍ବାରା ଭଗବାନ ଶିବଙ୍କ ନିମନ୍ତ୍ରଣ ପାଇ ସକଳ ଦେବଗଣଙ୍କ ଆଗମନ ଏବଂ ମଙ୍ଗଳାଚାର ଓ ଗ୍ରହପୂଜନ ଆଦି ପରେ ଶିବଙ୍କର କୈଳାସରୁ ଯାତ୍ରାରମ୍ଭ
    • ବରଯାତ୍ରୀଙ୍କ ସହିତ ଶିବଙ୍କର ହିମାଳୟ ଅଭିମୁଖେ ଯାତ୍ରା
    • ଶିବଙ୍କ ବରଯାତ୍ରୀଙ୍କୁ ହିମବାନଙ୍କର ସ୍ବାଗତ, ସମସ୍ତଙ୍କର ଅଭିନନ୍ଦନ ଓ ବନ୍ଦନ, ମେନା ନାରଦଙ୍କୁ ଡକାଇ ତାଙ୍କ ଠାରୁ ସମସ୍ତଙ୍କର ପରିଚୟ ନେବା ଏବଂ ଶିବଙ୍କୁ ଓ ତାଙ୍କ ଗଣଙ୍କୁ ଦେଖି ଭୟରେ ମୂର୍ଚ୍ଛିତ ହେବା
    • ମେନାଙ୍କ ବିଳାପ, ଶିବଙ୍କ ସଙ୍ଗେ ପାର୍ବତୀଙ୍କ ବିବାହ ନ କରିବାକୁ ମେନାଙ୍କ ଜିଦି, ଦେବଗଣ ଓ ବିଷ୍ଣୁ ତାଙ୍କୁ ବୁଝାଇବା ଏବଂ ଶିବ ସୁନ୍ଦର ରୂପ ଧାରଣ କଲେ ଯାଇ ତାଙ୍କୁ କନ୍ୟା ଦେବେ ବୋଲି ମେନାଙ୍କ ସର୍ତ୍ତ
    • ଭଗବାନ ଶିବଙ୍କର ଆପଣା ପରମ ସୁନ୍ଦର ରୂପ ପ୍ରକଟନ, ମେନାଙ୍କ ପ୍ରସନ୍ନତା ଓ କ୍ଷମାପ୍ରାର୍ଥନା ଏବଂ ପୁରବାସିନୀ ନାରୀମାନେ ଶିବଙ୍କ ରୂପ ଦର୍ଶନ କରି ନିଜର ଜନ୍ମ ଓ ଜୀବନକୁ ସଫଳ ମଣିବା ପ୍ରସଙ୍ଗ
    • ଦ୍ବାରଦେଶରେ ଶିବଙ୍କୁ ମେନାଙ୍କର ବନ୍ଦାପନା ଓ ଶିବଙ୍କ ରୂପଦର୍ଶନରେ ମେନାଙ୍କୁ ସୁଖାନୁଭୂତି, ଅନ୍ୟାନ୍ୟ ଯୁବତୀଙ୍କ ମୁଖରୁ ବରର ପ୍ରଶଂସା, ଅମ୍ବିକାପୂଜନ ଉଦ୍ଦେଶ୍ୟରେ ଅନ୍ତଃପୁରରୁ ପାର୍ବତୀଙ୍କର ବହିରାଗମନ ଏବଂ ପାର୍ବତୀଙ୍କ ରୂପଦର୍ଶନରେ ଦେବଗଣ ତଥା ଭଗବାନ ଶିବଙ୍କୁ ପ୍ରସନ୍ନତା ଲାଭ
    • ବରପକ୍ଷର ଆଭୂଷଣରେ ବିମଣ୍ଡିତା ଶିବାଙ୍କ ଆଳତି, କନ୍ୟାଦାନ ସମୟ ହେବାରୁ ହିମାଳୟଙ୍କ ଗୃହ-ଅଗଣାକୁ ବର ସଙ୍ଗରେ ଦେବଗଣଙ୍କ ଆଗମନ ତଥା ବର ଓ କନ୍ୟାଙ୍କର ପାରସ୍ପରିକ ପୂଜନ
    • ଶିବ-ପାର୍ବତୀଙ୍କ ବିବାହ ଆରମ୍ଭ, ହିମାଳୟ ଶିବଙ୍କ ଗୋତ୍ର ସମ୍ବନ୍ଧରେ ହିମାଳୟଙ୍କ ପ୍ରଶ୍ନ ଓ ନାରଦଙ୍କ ଉତ୍ତର, କନ୍ୟାଦାନ କରିସାରି ହିମାଳୟଙ୍କ ଦ୍ବାରା ଯୌତୁକ ପ୍ରଦାନ ଏବଂ ଶିବାଙ୍କ ଅଭିଷେକ
    • ଶିବବିବାହ ସମାପନ, ଶିବଙ୍କ ଦ୍ବାରା ଦକ୍ଷିଣା ବିତରଣ, ବର ଓ ବଧୂଙ୍କର କୁଳଦେବତା ପୂଜନ, ନାରୀମାନଙ୍କର ଲୋକାଚାର ନିର୍ବହନ, ରତିଙ୍କ ପ୍ରାର୍ଥନା ଓ ଶିବଙ୍କ କୃପାରୁ କାମଦେବଙ୍କୁ ପୁନର୍ଜୀବନ ଲାଭ ଏବଂ ବରପ୍ରାପ୍ତି, ବର ଓ ବଧୂ ପରସ୍ପରକୁ ମିଷ୍ଟାନ୍ନ ଖୁଆଇବା ରୀତି ଏବଂ ଶିବଙ୍କର ନିଜ ରହଣି ସ୍ଥାନକୁ ପ୍ରସ୍ଥାନ
    • ରାତ୍ରିକାଳରେ ସୁସଜ୍ଜିତ ବାସଗୃହରେ ଶୟନ କରି ସକାଳେ ବର-ରହଣି ସ୍ଥାନକୁ ଶିବଙ୍କର ଆଗମନ
    • ଚତୁର୍ଥୀ କର୍ମ, ବରଯାତ୍ରୀଙ୍କର ଅନେକ ଦିନ ପର୍ଯ୍ୟନ୍ତ ନିବାସ, ସପ୍ତର୍ଷିମାନେ ବୁଝାଇବା ପରେ ବରଯାତ୍ରୀଙ୍କୁ ବିଦା କରିବାକୁ ହିମାଳୟଙ୍କୁ ସମ୍ମତି, ମେନା ଶିବଙ୍କ ନିକଟରେ କନ୍ୟା ସମର୍ପଣ କରିବା ପରେ ବରଯାତ୍ରୀଙ୍କ ପ୍ରସ୍ଥାନ ଏବଂ ନଗର ବାହାରେ ପାର୍ବତୀଙ୍କ ଆଗମନ ନିମନ୍ତେ ପ୍ରତୀକ୍ଷା
    • ମେନାଙ୍କ ଇଚ୍ଛାନୁସାରେ ଜଣେ ବ୍ରାହ୍ମଣଙ୍କ ଠାରୁ ପାର୍ବତୀଙ୍କୁ ପତିବ୍ରତାଧର୍ମ ଉପଦେଶ ପ୍ରାପ୍ତି
    • ଶିବ-ପାର୍ବତୀ ତଥା ବରଯାତ୍ରୀଙ୍କର ପ୍ରସ୍ଥାନ, ସମସ୍ତ ଦେବତାଙ୍କୁ ବିଦାୟ ଦେବା ପରେ ଶିବଙ୍କର କୈଳାସରେ ଅବସ୍ଥାନ ଏବଂ ପାର୍ବତୀଖଣ୍ଡ ଶ୍ରବଣର ମହିମା
  • +
    ରୁଦ୍ରସଂହିତା, ଚତୁର୍ଥ (କୁମାର) ଖଣ୍ଡ
    • ଦେବଗଣ ସ୍କନ୍ଦଙ୍କୁ ଶିବପାର୍ବତୀଙ୍କ ନିକଟରେ ସମର୍ପିବା ପରେ ତାଙ୍କର ଲାଳନ-ପାଳନ, ଦେବଗଣଙ୍କ ଅନୁରୋଧରେ ଶିବ ତାରକ ବଧ ପାଇଁ କାର୍ତ୍ତିକେୟଙ୍କୁ ପଠାଇବା, କୁମାରଙ୍କ ଅଧ୍ୟକ୍ଷତାରେ ଦେବଗଣଙ୍କ ସୈନ୍ୟବାହିନୀର ଯୁଦ୍ଧଯାତ୍ରା, ମହୀସାଗର-ସଙ୍ଗମକୁ ତାରକାସୁରର ଆଗମନ ଏବଂ ଉଭୟ ସେନାଙ୍କ ମଧ୍ୟରେ ଯୁଦ୍ଧ, ବୀରଭଦ୍ରଙ୍କର ତାରକ ସହିତ ଘୋର ସଂଗ୍ରାମ, ପୁନଃ ଶ୍ରୀହରି ଓ ତାରକ ମଧ୍ୟରେ ଭୟଙ୍କର ଯୁଦ୍ଧ
    • ବ୍ରହ୍ମାଙ୍କ ଆଜ୍ଞାରେ କୁମାରଙ୍କର ଯୁଦ୍ଧଯାତ୍ରା, ତାରକ ସଙ୍ଗେ ତାଙ୍କର ଭୀଷଣ ସଂଗ୍ରାମ ଓ ତାରକ ବଧ, କୁମାରଙ୍କୁ ଦେବଗଣଙ୍କ ଅଭିନନ୍ଦନ ଓ ସ୍ତବନ, ସେମାନଙ୍କୁ କୁମାରଙ୍କ ବରଦାନ ଏବଂ କୈଳାସରେ ଶିବପାର୍ବତୀଙ୍କ ନିକଟରେ କାର୍ତ୍ତିକେୟଙ୍କ ନିବାସ
    • ଶିବାଙ୍କ ଦେହ-ମଳିରୁ ଗଣେଶଙ୍କର ଉତ୍ପତ୍ତି ଓ ଦ୍ବାରପାଳ ପଦରେ ନିଯୁକ୍ତି, ଗଣେଶ ଶିବଙ୍କୁ ଅଟକାଇବାରୁ ଶିବଗଣଙ୍କ ସହ ତାଙ୍କର ଭୀଷଣ ସଂଗ୍ରାମ, ଶିବଙ୍କ ଦ୍ବାରା ଗଣେଶଙ୍କ ଶିରଶ୍ଛେଦ, ଶିବା କୁପିତ ହୋଇ ତାଙ୍କର ନାନା ଶକ୍ତିଙ୍କୁ ଉତ୍ପନ୍ନ କରିବାରୁ ସେମାନଙ୍କ ଦ୍ବାରା ସୃଷ୍ଟ ପ୍ରଳୟଙ୍କର ଉତ୍ପାତରେ ଚତୁର୍ଦିଗରେ ହାହାକାର, ଦେବତା ଓ ଋଷିଙ୍କ ସ୍ତବରେ ପାର୍ବତୀଙ୍କ ପ୍ରସନ୍ନତା, ପୁତ୍ରକୁ ଜୀବିତ କରାଯିବାର ପ୍ରସ୍ତାବ, ଶିବଙ୍କ କୃପାରୁ ହସ୍ତୀର ମସ୍ତକ ସଂଯୋଗପୂର୍ବକ ଗଣେଶଙ୍କୁ ପୁନର୍ଜୀବନ ଲାଭ
    • ଗଣେଶଙ୍କୁ ପାର୍ବତୀଙ୍କ ବରଦାନ, ତାଙ୍କୁ ଅଗ୍ରପୂଜ୍ୟ ଭାବେ ଗ୍ରହଣ କରିବାକୁ ଦେବଗଣଙ୍କ ସମ୍ମତି, ଶିବଙ୍କ ଦ୍ବାରା ଗଣେଶଙ୍କୁ ସର୍ବାଧ୍ୟକ୍ଷ ପଦ ପ୍ରଦାନ, ଗଣେଶ-ଚତୁର୍ଥୀ ବ୍ରତର ବର୍ଣ୍ଣନା ଏବଂ ଦେବତାମାନଙ୍କର ସହର୍ଷ ସ୍ବସ୍ଥାନ ପ୍ରତ୍ୟାବର୍ତ୍ତନ
    • କାର୍ତ୍ତିକେୟ ଓ ଗଣେଶଙ୍କର ବାଲ୍ୟ ଲୀଳା, ଉଭୟଙ୍କ ମଧ୍ୟରେ ବିବାହବିଷୟକ ବିବାଦ, ଶିବଙ୍କ ମୁଖରୁ ପୃଥିବୀ-ପରିକ୍ରମାର ଆଦେଶ, କାର୍ତ୍ତିକେୟଙ୍କର ପରିକ୍ରମା ନିମନ୍ତେ ପ୍ରସ୍ଥାନ, ଗଣେଶ ମାତାପିତାଙ୍କୁ ପରିକ୍ରମା କରି ତାହାକୁ ପୃଥିବୀ-ପରିକ୍ରମା ବୋଲି ସ୍ବୀକାର କରାଇବା, ବିଶ୍ବରୂପଙ୍କ କନ୍ୟାଙ୍କ ସଙ୍ଗେ ଗଣେଶଙ୍କ ବିବାହ ଏବଂ ତାଙ୍କଠାରୁ କ୍ଷେମ ଓ ଲାଭ ନାମକ ଦୁଇ ପୁତ୍ରଙ୍କ ଜନ୍ମ, ପରିକ୍ରମାରୁ କୁମାରଙ୍କ ପ୍ରତ୍ୟାବର୍ତ୍ତନ ଓ କ୍ଷୁବ୍ଧ ହୋଇ କ୍ରୌଞ୍ଚ ପର୍ବତକୁ ପଳାୟନ, କୁମାରଖଣ୍ଡ ଶ୍ରବଣର ମହିମା
  • +
    ରୁଦ୍ରସଂହିତା, ପଞ୍ଚମ (ଯୁଦ୍ଧ) ଖଣ୍ଡ
    • ତାରକାସୁରର ପୁତ୍ର ତାରକାକ୍ଷ, ବିଦ୍ୟୁନ୍ମାଳୀ ଓ କମଳାକ୍ଷଙ୍କର ତପସ୍ୟା ଏବଂ ବ୍ରହ୍ମାଙ୍କ ଠାରୁ ସେମାନଙ୍କୁ ବରପ୍ରାପ୍ତି, ମୟଦାନବ ଦ୍ବାରା ସେମାନଙ୍କ ପାଇଁ ତ୍ରିିପୁର ନିର୍ମାଣ ଓ ସେଗୁଡ଼ିକର ସାଜସଜ୍ଜା ବର୍ଣ୍ଣନା
    • ତାରକପୁତ୍ରଙ୍କ ପ୍ରଭାବରେ ସଂତପ୍ତ ଦେବଗଣଙ୍କର ବ୍ରହ୍ମାଙ୍କ ନିକଟରେ କରୁଣ ନିବେଦନ, ବ୍ରହ୍ମା ସେମାନଙ୍କୁ ଶିବଙ୍କ ନିକଟକୁ ପଠାଇବା, ଶିବଙ୍କ ଆଜ୍ଞାରେ ଦେବଗଣ ବିଷ୍ଣୁଙ୍କ ଶରଣ ଯିବାରୁ ବିଷ୍ଣୁ ସେହି ଦୈତ୍ୟମାନଙ୍କୁ ମୋହିତ କରି ସେମାନଙ୍କୁ ଆଚାରଭ୍ରଷ୍ଟ କରିବା ପ୍ରସଙ୍ଗ
    • ଶିବଙ୍କ ନିକଟରେ ଦେବତାମାନଙ୍କ ପ୍ରାର୍ଥନା, ଶିବ ତ୍ରିପୁରବଧ ନିମନ୍ତେ ଉଦ୍ୟତ ନ ହେବାରୁ ବ୍ରହ୍ମା ତାଙ୍କୁ ବୁଝାଇବା, ବିଷ୍ଣୁଙ୍କ ଉପଦିଷ୍ଟ ଶିବମନ୍ତ୍ରକୁ ଦେବଗଣ ଓ ସ୍ବୟଂ ବିଷ୍ଣୁ ଜପିବାରୁ ଶିବଙ୍କ ପ୍ରସନ୍ନତା ଏବଂ ଶିବଙ୍କ ପାଇଁ ବିଶ୍ବକର୍ମାଙ୍କ ଦ୍ବାରା ସର୍ବଦେବମୟ ରଥ ନିର୍ମାଣ
    • ସର୍ବଦେବମୟ ରଥର ବର୍ଣ୍ଣନ, ସେହି ରଥରେ ଆରୋହଣପୂର୍ବକ ଶିବଙ୍କର ଯୁଦ୍ଧଯାତ୍ରା, ତାଙ୍କର ନାମ ‘ପଶୁପତି’ ହେବାର କାରଣ, ଶିବଙ୍କ ଦ୍ବାରା ଗଣେଶପୂଜନ ଓ ତ୍ରିପୁରଦହନ, ତ୍ରିପୁର ବିଧ୍ବଂସକ ଅଗ୍ନିରୁ ମୟଦାନବର ରକ୍ଷା
    • ଦେବତାଙ୍କ ସ୍ତୁତିରେ ଶିବଙ୍କର କୋପଶାନ୍ତି ଓ ଦେବତାଙ୍କୁ ବର ପ୍ରଦାନ, ମୟଦାନବକୁ ଶିବଙ୍କ ଠାରୁ ବରପ୍ରାପ୍ତି ଏବଂ ତା’ର ବିତଳଲୋକ ଗମନ
    • ଦମ୍ଭର ତପସ୍ୟା ଓ ବିଷ୍ଣୁଙ୍କ ଦ୍ବାରା ତାକୁ ପୁତ୍ରପ୍ରାପ୍ତିର ବରଲାଭ, ଶଙ୍ଖଚୂଡ଼ର ଜନ୍ମ, ତପସ୍ୟା ଓ ବରପ୍ରାପ୍ତି, ବ୍ରହ୍ମାଙ୍କ ଆଜ୍ଞାରେ ତା’ର ତୁଳସୀ ନିକଟକୁ ଆଗମନ ଓ ତା’ ସଙ୍ଗେ ବାର୍ତ୍ତାଳାପ, ବ୍ରହ୍ମାଙ୍କ ଠାରୁ ସେ ଦୁହିଁଙ୍କୁ ବରପ୍ରାପ୍ତି ଏବଂ ଗାନ୍ଧର୍ବ ବିବାହ ବିଧିରେ ଶଙ୍ଖଚୂଡ଼ ସଙ୍ଗେ ତୁଳସୀର ପରିଣୟ
    • ଶଙ୍ଖଚୂଡ଼ର ଅସୁରରାଜ ପଦରେ ଅଭିଷେକ ଏବଂ ତା’ଦ୍ବାରା ଦେବତାଙ୍କ ଅଧିକାର ଅପହରଣ, ଦେବତାମାନେ ବ୍ରହ୍ମାଙ୍କ ଶରଣକୁ ଯିବାରୁ ସେମାନଙ୍କୁ ନେଇ ବ୍ରହ୍ମାଙ୍କର ବିଷ୍ଣୁଙ୍କ ନିକଟକୁ ଗମନ, ବିଷ୍ଣୁଙ୍କ ଦ୍ବାରା ଶଙ୍ଖଚୂଡ଼ର ଜନ୍ମରହସ୍ୟ ଉଦ୍୷ଘାଟନ ଓ ସମସ୍ତଙ୍କ ଗହଣରେ ଶିବଙ୍କ ନିକଟକୁ ଗମନ ଏବଂ ଶିବଙ୍କୁ ସଭାମଧ୍ୟରେ ଦର୍ଶନ କରି ତାଙ୍କ ସମ୍ମୁଖରେ ଆଗମନର ଅଭିପ୍ରାୟ ନିବେଦନ
    • ରୁଦ୍ରଙ୍କ ନିକଟରେ ଦେବଗଣଙ୍କର ଦୁଃଖ ନିବେଦନ, ରୁଦ୍ରଙ୍କର ସେମାନଙ୍କୁ ଆଶ୍ବାସନା ଓ ଚିତ୍ରରଥକୁ ଶଙ୍ଖଚୂଡ଼ ପାଖକୁ ପ୍ରେଷଣ, ଚିତ୍ରରଥ ଫେରିବା ପରେ ଶିବଗଣ, ପୁତ୍ର ଓ ଭଦ୍ରକାଳୀଙ୍କୁ ସଙ୍ଗରେ ଧରି ରୁଦ୍ରଙ୍କର ଯୁଦ୍ଧଯାତ୍ରା, ପୁଷ୍ପଭଦ୍ରା ତଟରେ ଶଙ୍ଖଚୂଡ଼ର ସୈନ୍ୟଶିବିର ସ୍ଥାପନ ଏବଂ ଶଙ୍ଖଚୂଡ଼ର ଦୂତ ସଙ୍ଗେ ଶିବଙ୍କର ବାର୍ତ୍ତାଳାପ
    • ଦେବତା ଓ ଦାନବଙ୍କ ମଧ୍ୟରେ ଯୁଦ୍ଧ, ଶଙ୍ଖଚୂଡ଼ ସହ ବୀରଭଦ୍ରଙ୍କର ସଂଗ୍ରାମ, ପୁନଃ ତା’ ସଙ୍ଗେ ଭଦ୍ରକାଳୀଙ୍କର ଭୟଙ୍କର ସଂଗ୍ରାମ ଓ ଆକାଶବାଣୀର ପ୍ରେଣରାରେ ସେଥିରୁ ନିବୃତ୍ତି, ପୁଣି ଶଙ୍ଖଚୂଡ଼ ସଙ୍ଗେ ଶିବଙ୍କର ସଂଗ୍ରାମ ଏବଂ ଆକାଶବାଣୀ ଶୁଣି ସେ ମଧ୍ୟ ଯୁଦ୍ଧରୁ ବିରତ ହୋଇ ବିଷ୍ଣୁଙ୍କୁ ପ୍ରେରିତ କରିବା, ବିଷ୍ଣୁଙ୍କ ଦ୍ବାରା ଶଙ୍ଖଚୂଡ଼ର କବଚହରଣ ଓ ତୁଳସୀର ପାତିବ୍ରତ୍ୟଭଙ୍ଗ, ରୁଦ୍ରଙ୍କ ଦ୍ବାରା ଶଙ୍ଖଚୂଡ଼ ବଧ ଏବଂ ଶଙ୍ଖର ଉତ୍ପତ୍ତି ପ୍ରସଙ୍ଗ
    • ତୁଳସୀର ପାତିବ୍ରତ୍ୟଭଙ୍ଗ ପ୍ରସଙ୍ଗ, କୁପିତା ତୁଳସୀର ବିଷ୍ଣୁଙ୍କୁ ଶାପ ଏବଂ ଶମ୍ଭୁଙ୍କ ମୁଖରୁ ତୁଳସୀ ଓ ଶାଳଗ୍ରାମର ମାହାତ୍ମ୍ୟ ବର୍ଣ୍ଣନା
    • ଉମା ଶମ୍ଭୁଙ୍କ ଆଖି ବୁଜିଦେବାରୁ ଅନ୍ଧକାରରେ ଶମ୍ଭୁଙ୍କ ସ୍ବେଦରୁ ଅନ୍ଧକାସୁରର ଉତ୍ପତ୍ତି, ହିରଣ୍ୟାକ୍ଷର ପୁତ୍ରପ୍ରାପ୍ତି ନିମନ୍ତେ ତପସ୍ୟା ଏବଂ ଶିବଙ୍କ ଠାରୁ ଅନ୍ଧକକୁ ପୁତ୍ରରୂପେ ଲାଭ କରି ହିରଣ୍ୟାକ୍ଷର ଗୃହ ପ୍ରତ୍ୟାବର୍ତ୍ତନ, ହିରଣ୍ୟାକ୍ଷ ତ୍ରିଲୋକକୁ ଜିଣି ପୃଥିବୀକୁ ରସାତଳକୁ ନେଇଯିବାରୁ ବରାହରୂପଧାରୀ ବିଷ୍ଣୁଙ୍କ ଦ୍ବାରା ହିରଣ୍ୟାକ୍ଷ ବଧ
    • ହିରଣ୍ୟକଶିପୁର ତପସ୍ୟା, ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତି ଏବଂ ତାହାର ଅତ୍ୟାଚାର, ନୃସିଂହଙ୍କ ଦ୍ବାରା ତାହାର ବଧ ଓ ପ୍ରହ୍ଲାଦକୁ ରାଜ୍ୟପ୍ରାପ୍ତି
    • ଅନ୍ଧକାସୁରର ତପସ୍ୟା, ବରପ୍ରାପ୍ତି, ତ୍ରିଲୋକବିଜୟ ଓ ସ୍ବେଚ୍ଛାଚାର; ମନ୍ତ୍ରୀଙ୍କ ମୁଖରୁ ପାର୍ବତୀଙ୍କ ସୌନ୍ଦର୍ଯ୍ୟର ବର୍ଣ୍ଣନା ଶୁଣି ତାଙ୍କ ପ୍ରତି ମୋହିତ ହୋଇ ଅନ୍ଧକର ପାର୍ବତୀଙ୍କ ନିକଟକୁ ଗମନ ଏବଂ ନନ୍ଦୀଶ୍ବରଙ୍କ ସହ ଯୁଦ୍ଧ, ନନ୍ଦୀଶ୍ବରଙ୍କ ମୂର୍ଚ୍ଛା, ପାର୍ବତୀଙ୍କ ଆବାହନରେ ପ୍ରକଟିତା ଦେବୀମାନଙ୍କର ସଂଗ୍ରାମ, ଶିବଙ୍କ ଆଗମନ ଓ ଯୁଦ୍ଧ, ଶିବ ଶୁକ୍ରାଚାର୍ଯ୍ୟଙ୍କୁ ଗିଳିଦେବା ପରେ ଶିବଙ୍କ ପ୍ରେରଣାରେ ବିଷ୍ଣୁ କାଳୀରୂପ ଧାରଣ କରି ଦାନବଙ୍କ ରକ୍ତ ପାନ କରିବା ପ୍ରସଙ୍ଗ, ଶିବ ଅନ୍ଧକକୁ ନିଜ ତ୍ରିଶୂଳରେ ଗୁନ୍ଥି ପକାଇବା ଓ ଯୁଦ୍ଧ ସମାପ୍ତି
    • ନନ୍ଦୀଶ୍ବରଙ୍କ ଦ୍ବାରା ଶୁକ୍ରାଚାର୍ଯ୍ୟଙ୍କ ଅପହରଣ ଓ ଶିବ ତାଙ୍କୁ ଗିଳିଦେବା ପ୍ରସଙ୍ଗର ବିସ୍ତୃତ ବର୍ଣ୍ଣନା, ଶହେବର୍ଷ ପରେ ଶିବଙ୍ଗ ଲିଙ୍ଗମାର୍ଗ ଦେଇ ଶୁକ୍ରାଚାର୍ଯ୍ୟଙ୍କର ବହିରାଗମନ, ଶିବଙ୍କ ଦ୍ବାରା ତାଙ୍କର ‘ଶୁକ୍ର’ ନାମକରଣ, ଶୁକ୍ର ଜପିଥିବା ମୃତ୍ୟୁଞ୍ଜୟ ମନ୍ତ୍ର ଓ ଶିବଙ୍କ ଅଷ୍ଟୋତ୍ତରଶତନାମ ସ୍ତୋତ୍ରର ବର୍ଣ୍ଣନା ଏବଂ ଶିବଙ୍କ ଠାରୁ ଅନ୍ଧକକୁ ବରପ୍ରାପ୍ତି
    • ଶୁକ୍ରାଚାର୍ଯ୍ୟଙ୍କର ଘୋର ତପସ୍ୟା ଓ ଶିବଙ୍କୁ ଚିତ୍ତରତ୍ନ ଅର୍ପଣ ତଥା ଅଷ୍ଟମୂର୍ତ୍ତ୍ୟଷ୍ଟକ ସ୍ତୋତ୍ର ଦ୍ବାରା ଶିବଙ୍କୁ ସ୍ତବନ, ଶିବଙ୍କ ଠାରୁ ତାଙ୍କୁ ମୃତ-ସଂଜୀବନୀ ବିଦ୍ୟା ଓ ଅନ୍ୟାନ୍ୟ ବରପ୍ରାପ୍ତି
    • ବାଣାସୁରର ତପସ୍ୟା ଓ ଶିବଙ୍କ ଠାରୁ ବରପ୍ରାପ୍ତି, ତା’ ନଗରରେ ପୁତ୍ରଙ୍କ ଓ ଗଣଙ୍କ ସମେତ ଶିବଙ୍କ ନିବାସ, ସ୍ବପ୍ନରେ ବାଣକନ୍ୟା ଉଷାର ଅନିରୁଦ୍ଧ ସଙ୍ଗେ ମିଳନ, ଚିତ୍ରଲେଖା ଦ୍ବାରା ଦ୍ବାରକାରୁ ଅନିରୁଦ୍ଧ ଅପହରଣ, ବାଣାସୁର ଅନିରୁଦ୍ଧଙ୍କୁ ନାଗପାଶରେ ବାନ୍ଧି ରଖିବାରୁ ଦୁର୍ଗାଙ୍କୁ ସ୍ତତି କରି ସେଥିରୁ ଅନିରୁଦ୍ଧଙ୍କ ମୁକ୍ତି, ନାରଦଙ୍କ ଠାରୁ ସମାଚାର ପାଇ ଶୋଣିତପୁର ଉପରେ ଶ୍ରୀକୃଷ୍ଣଙ୍କ ଆକ୍ରମଣ, ଶିବଙ୍କ ସଙ୍ଗେ ତାଙ୍କର ଘୋର ଯୁଦ୍ଧ, ଶିବଙ୍କ ଆଜ୍ଞାନୁସାରେ ଶ୍ରୀକୃଷ୍ଣ ତାଙ୍କୁ ଜୃମ୍ଭଣାସ୍ତ୍ରରେ ମୋହିତ କରି ବାଣର ସେନାକୁ ସଂହାର କରିବା ପ୍ରସଙ୍ଗ
    • ଶ୍ରୀକୃଷ୍ଣଙ୍କ ଦ୍ବାରା ବାଣାସୁରର ଭୁଜଚ୍ଛେଦନ ଏବଂ ମସ୍ତକ ଛେଦିବାକୁ ଉଦ୍ୟତ ହେବାବେଳେ ଶିବ ତାଙ୍କୁ ବାରଣ କରି ବାଣାସୁରର ପ୍ରାଣରକ୍ଷା କରିବା ପ୍ରସଙ୍ଗ, ଶ୍ରୀକୃଷ୍ଣଙ୍କର ସପରିବାର ଦ୍ବାରକା ପ୍ରତ୍ୟାବର୍ତ୍ତନ, ବାଣ ତାଣ୍ଡବନୃତ୍ୟ ଦ୍ବାରା ଶିବଙ୍କୁ ପ୍ରସନ୍ନ କରିବାରୁ ତାକୁ ଅନ୍ୟାନ୍ୟ ବର ସହିତ ମହାକାଳତ୍ବ ପ୍ରାପ୍ତି
    • ଗଜାସୁରର ତପସ୍ୟା, ବରପ୍ରାପ୍ତି ଓ ଅତ୍ୟାଚାର, ଶିବଙ୍କ ହସ୍ତରେ ତାହାର ବଧ, ତା’ର ପ୍ରାର୍ଥନାକ୍ରମେ ଶିବ ତା’ର ଚର୍ମ ଧାରଣ କରି କୃତ୍ତିବାସା ନାମରେ ବିଖ୍ୟାତ ହେବା ପ୍ରସଙ୍ଗ ତଥା କୃତ୍ତିବାସେଶ୍ବର ଲିଙ୍ଗର ସ୍ଥାପନା
    • ଦୁନ୍ଦୁଭିନିର୍ହ୍ରାଦ ନାମକ ଦୈତ୍ୟ ବ୍ୟାଘ୍ରରୂପ ଧରି ଜଣେ ଶିବଭକ୍ତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବା ବେଳେ ଶିବଙ୍କ ଦ୍ବାରା ତାହାର ବଧ
    • ବିଦଲ ଓ ଉତ୍ପଳ ନାମକ ଦୈତ୍ୟ ପାର୍ବତୀଙ୍କ ପ୍ରତି ମୋହିତ ହୋଇ କପଟରେ ତାଙ୍କ ନିକଟକୁ ଆସିବାରୁ ପାର୍ବତୀଙ୍କ କନ୍ଦୁକ ପ୍ରହାରରେ ସେମାନଙ୍କର ମୃତ୍ୟୁ ଏବଂ କନ୍ଦୁକେଶ୍ବରଙ୍କ ସ୍ଥାପନା ଓ ମହିମା
  • +
    ଶତରୁଦ୍ରସଂହିତା
    • ଶିବଙ୍କ ସଦ୍ୟୋଜାତ, ବାମଦେବ, ତତ୍୷ପୁରୁଷ, ଅଘୋର ଓ ଈଶାନ ନାମକ ପାଞ୍ଚ ଅବତାରର ବର୍ଣ୍ଣନା
    • ଶିବଙ୍କ ଅଷ୍ଟମୂର୍ତ୍ତିର ପରିଚୟ ତଥା ଅର୍ଦ୍ଧନାରୀଶ୍ବର ରୂପର ବିସ୍ତୃତ ବର୍ଣ୍ଣନା
    • ବାରାହକଳ୍ପରେ ହୋଇଥିବା ଶିବଙ୍କର ପ୍ରଥମ ଅବତାରଠାରୁ ଆରମ୍ଭ କରି ଋଷଭ ଅବତାର ପର୍ଯ୍ୟନ୍ତ ବର୍ଣ୍ଣନା
    • ଶିବଙ୍କର ଦଶମ ଠାରୁ ଅଠାଇଶତମ ଯୋଗେଶ୍ବରାବତାର ପର୍ଯ୍ୟନ୍ତ ବର୍ଣ୍ଣନା
    • ନନ୍ଦୀଶ୍ବରାବତାର ବର୍ଣ୍ଣନା
    • ନନ୍ଦୀଶ୍ବରଙ୍କ ଜନ୍ମ, ବରପ୍ରାପ୍ତି, ଅଭିଷେକ ଓ ବିବାହ
    • କାଳଭୈରବଙ୍କ ମାହାତ୍ମ୍ୟ, ବିଶ୍ବାନରଙ୍କ ତପସ୍ୟା ଏବଂ ଶିବ ପ୍ରସନ୍ନ ହୋଇ ବିଶ୍ବାନରଙ୍କ ପତ୍ନୀ ଶୁଚିଷ୍ମତୀଙ୍କ ଗର୍ଭରୁ ନିଜେ ପୁତ୍ରରୂପେ ଅବତରିତ ହେବାକୁ ବର ପ୍ରଦାନ କରିବା
    • ଶୁଚିଷ୍ମତୀଙ୍କ ଗର୍ଭରୁ ଶିବଙ୍କର ପ୍ରାକଟ୍ୟ, ବ୍ରହ୍ମାଙ୍କ ଦ୍ବାରା ଶିଶୁର ସଂସ୍କାର ଓ ‘ଗୃହପତି’ ନାମକରଣ, ନାରଦଙ୍କ ମୁଖରୁ ଶିଶୁର ଭବିଷ୍ୟ ବର୍ଣ୍ଣନ, ପିତାଙ୍କ ଆଜ୍ଞାରେ ଗୃହପତିଙ୍କର କାଶୀ ଗମନ ଓ ତପସ୍ୟା, ବର ଦେବାକୁ ଇନ୍ଦ୍ରଙ୍କ ପ୍ରାକଟ୍ୟ, ଇନ୍ଦ୍ରଙ୍କ ବରଦାନକୁ ଗୃହପତିଙ୍କର ପ୍ରତ୍ୟାଖ୍ୟାନ, ଶିବଙ୍କ ଆବିର୍ଭାବ, ବରଦାନ ଓ ଦିକ୍୷ପାଳ ପଦ ପ୍ରଦାନ ଏବଂ ଅଗ୍ନୀଶ୍ବରଲିଙ୍ଗ ଓ ଅଗ୍ନିଙ୍କର ମାହାତ୍ମ୍ୟ
    • ଶିବଙ୍କର ମହାକାଳ ଆଦି ଦଶାବତାର ତଥା ଏକାଦଶ ରୁଦ୍ରାବତାରଙ୍କ ବର୍ଣ୍ଣନା
    • ଶିବଙ୍କର ଦୁର୍ବାସା ଅବତାର ତଥା ହନୁମତ୍ ଅବତାର ପ୍ରସଙ୍ଗ
    • ଶିବଙ୍କର ପିପ୍ପଳାଦ-ଅବତାର ଉପାଖ୍ୟାନରେ ଦେବତାମାନେ ଦଧୀଚିମୁନିଙ୍କୁ ଅସ୍ଥି ମାଗିବା ପ୍ରସଙ୍ଗ, ଦଧୀଚିଙ୍କର ଦେହତ୍ୟାଗ, ତାଙ୍କ ଅସ୍ଥିରେ ବଜ୍ର ନିର୍ମାଣ ଓ ତଦ୍ଦ୍ବାରା ବୃତ୍ରାସୁର ବଧ, ସୁବର୍ଚ୍ଚାଙ୍କର ଦେବଗଣଙ୍କୁ ଅଭିଶାପ, ପିପ୍ପଳାଦଙ୍କ ଜନ୍ମ ଓ ତାଙ୍କର ବିସ୍ତୃତ ବୃତ୍ତାନ୍ତ
    • ଭଗବାନ ଶିବଙ୍କର ଦ୍ବିଜେଶ୍ବରାବତାର କଥା—ରାଜା ଭଦ୍ରାୟୁ ଓ ରାଣୀ କୀର୍ତ୍ତିମାଳିନୀଙ୍କ ଧାର୍ମିକ ଦୃଢ଼ତାର ପରୀକ୍ଷା
    • ଶିବଙ୍କ ଯତିନାଥ ଅବତାର ଏବଂ ହଂସ ଅବତାର
    • ଭଗବାନ ଶିବଙ୍କର କୃଷ୍ଣଦର୍ଶନ ନାମକ ଅବତାର କଥା
    • ଶିବଙ୍କର ଅବଧୂତେଶ୍ବର ଅବତାର କଥା ଓ ତାହାର ମହିମା ବର୍ଣ୍ଣନା
    • ଶିବଙ୍କର ଭିକ୍ଷୁବର ଅବତାର କଥା, ରାଜକୁମାର ଓ ଦ୍ବିଜକୁମାରଙ୍କ ଉପରେ କୃପା
    • ଶିବଙ୍କର ସୁରେଶ୍ବରାବତାର କଥା, ଉପମନ୍ୟୁଙ୍କ ତପସ୍ୟା ଓ ତାଙ୍କୁ ଉତ୍ତମ ବର ପ୍ରାପ୍ତି
    • ଶିବଙ୍କ କିରାତାବତାର ପ୍ରସଙ୍ଗର ଉପକ୍ରମ, ଶ୍ରୀକୃଷ୍ଣଙ୍କ କୃପାରୁ ଦ୍ବୈତବନରେ ଦୁର୍ବାସାଙ୍କ ଶାପରୁ ପାଣ୍ଡବଙ୍କ ରକ୍ଷା, ବ୍ୟାସଦେବ ଅର୍ଜୁନଙ୍କୁ ଶକ୍ରବିଦ୍ୟା ପ୍ରଦାନ କରିବା ସହ ପାର୍ଥିବପୂଜନର ବିଧି ଶିଖାଇ ତପ ନିମନ୍ତେ ସମ୍ମତି ଦେବା, ଇନ୍ଦ୍ରକୀଳ ପର୍ବତରେ ଅର୍ଜୁନଙ୍କର ତପସ୍ୟା, ଇନ୍ଦ୍ରଙ୍କ ଆଗମନ ଓ ବରଦାନ ଏବଂ ଶିବଙ୍କୁ ପ୍ରସନ୍ନ କରିବା ଉଦ୍ଦେଶ୍ୟରେ ପୁନଃ ଅର୍ଜୁନଙ୍କ ତପସ୍ୟା
    • କିରାତାବତାର ପ୍ରସଙ୍ଗରେ ମୂକ ନାମକ ଦୈତ୍ୟ ଶୂକରରୂପ ଧାରଣ କରି ଅର୍ଜୁନଙ୍କ ପାଖକୁ ଯିବାରୁ କିରାତବେଶରେ ଶିବଙ୍କର ପ୍ରାକଟ୍ୟ ଏବଂ ଅର୍ଜୁନ ତଥା କିରାତବେଶଧାରୀ ଶିବଙ୍କ ଦ୍ବାରା ସେହି ଦୈତ୍ୟର ବଧ
    • ଅର୍ଜୁନ ଓ ଶିବଦୂତଙ୍କ ମଧ୍ୟରେ ତର୍କ, କିରାତ ବେଶଧାରୀ ଶିବଙ୍କ ସଙ୍ଗେ ଅର୍ଜୁନଙ୍କ ଯୁଦ୍ଧ, ପରିଚୟ ପାଇବା ପରେ ଶିବଙ୍କୁ ଅର୍ଜୁନଙ୍କର ସ୍ତୁତି, ଅର୍ଜୁନଙ୍କୁ ବର ପ୍ରଦାନ କରି ଶିବଙ୍କର ଅନ୍ତର୍ଦ୍ଧାନ, ଅର୍ଜୁନଙ୍କର ଆଶ୍ରମ ପ୍ରତ୍ୟାବର୍ତ୍ତନ ଓ ଭାଇମାନଙ୍କ ସହ ଭେଟ ଏବଂ ଅର୍ଜୁନଙ୍କ ସଙ୍ଗେ ଭେଟିବାକୁ ଶ୍ରୀକୃଷ୍ଣଙ୍କ ଆଗମନ
    • ଶିବଙ୍କର ଦ୍ବାଦଶ ଜ୍ୟୋତିର୍ଲିଙ୍ଗାବତାରର ସବିସ୍ତାର ବର୍ଣ୍ଣନା
  • +
    କୋଟିରୁଦ୍ରସଂହିତା
    • ଦ୍ବାଦଶ ଜ୍ୟୋତିର୍ଲିଙ୍ଗ ତଥା ସେମାନଙ୍କ ଉପଲିଙ୍ଗର ବର୍ଣ୍ଣନା ଏବଂ ସେମାନଙ୍କ ଦର୍ଶନ ଓ ପୂଜନର ମହିମା
    • କାଶୀ ପ୍ରଭୃତି ସ୍ଥାନରେ ପ୍ରକଟିତ ବିଭିନ୍ନ ଲିଙ୍ଗର ବର୍ଣ୍ଣନା ତଥା ଅତ୍ରୀଶ୍ବରଙ୍କ ଉତ୍ପତ୍ତି ଆଖ୍ୟାନରେ ଗଙ୍ଗା ଓ ଶିବ ଅତ୍ରିଙ୍କ ତପୋବନରେ ନିତ୍ୟ ନିବାସ କରିବା ପ୍ରସଙ୍ଗ
    • ଋଷିକାଙ୍କ ଉପରେ ଭଗବାନ ଶିବଙ୍କ କୃପା, ଗୋଟିଏ ଅସୁର ଠାରୁ ତା’ର ଧର୍ମ ରକ୍ଷା କରି ତା’ ଆଶ୍ରମରେ ‘ନନ୍ଦୀକେଶ’ ନାମରେ ନିବାସ କରିବା ଏବଂ ବର୍ଷରେ ଗୋଟିଏ ଦିନ ଗଙ୍ଗାଙ୍କର ସେଠାକୁ ଆସିବା ପ୍ରସଙ୍ଗ
    • ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥଙ୍କ ଆବିର୍ଭାବର କଥା ଓ ତାଙ୍କର ମହିମା
    • ମଲ୍ଲିକାର୍ଜୁନ ଓ ମହାକାଳ ନାମକ ଜ୍ୟୋତିର୍ଲିଙ୍ଗଙ୍କ ଆବିର୍ଭାବ କଥା ଏବଂ ସେମାନଙ୍କ ମହିମା
    • ମହାକାଳଙ୍କ ମାହାତ୍ମ୍ୟ ପ୍ରସଙ୍ଗରେ ଶିବଭକ୍ତ ରାଜା ଚନ୍ଦ୍ରସେନ ତଥା ଗୋପବାଳକ ଶ୍ରୀକରଙ୍କ ଶିବୋପାସନା ଓ ତାହାର ଫଳ
    • ବିନ୍ଧ୍ୟର ତପସ୍ୟା, ଓଁକାରରେ ପରମେଶ୍ବରଲିଙ୍ଗର ଆବିର୍ଭାବ ଓ ସେହି ଲିଙ୍ଗର ମହିମା
    • କେଦାରେଶ୍ବର ଓ ଭୀମଶଙ୍କର ନାମକ ଜ୍ୟୋତିର୍ଲିଙ୍ଗଙ୍କର ଆବିର୍ଭାବର କଥା ଏବଂ ସେମାନଙ୍କ ମାହାତ୍ମ୍ୟ ବର୍ଣ୍ଣନା
    • ବିଶ୍ବେଶ୍ବର ଜ୍ୟୋତିର୍ଲିଙ୍ଗ ଏବଂ ତାହାର ମହିମା ପ୍ରସଙ୍ଗରେ ପଞ୍ଚକୋଶୀର ମହତ୍ତ୍ବ ପ୍ରତିପାଦନ
    • ବାରାଣସୀକ୍ଷେତ୍ରର ତଥା ବିଶ୍ବେଶ୍ବରଙ୍କର ମାହାତ୍ମ୍ୟ
    • ତ୍ର୍ୟମ୍ବକ ଜ୍ୟୋତିର୍ଲିଙ୍ଗ ପ୍ରସଙ୍ଗରେ ଗୌତମଙ୍କ ପରୋପକାର କଥା, ତାଙ୍କ ତପସ୍ୟା ପ୍ରଭାବରେ ଅନାବୃଷ୍ଟି କଷ୍ଟରେ ପାଡ଼ିତ ଋଷିମାନଙ୍କୁ ଅକ୍ଷୟ ଜଳ ପ୍ରାପ୍ତି, ନାରୀମାନଙ୍କ ପ୍ରରୋଚନାରେ ଋଷିମାନେ ତାଙ୍କୁ ଛଳପୂର୍ବକ ଗୋହତ୍ୟାରେ ଜଡ଼ିତ କରି ଆଶ୍ରମରୁ ବିତାଡ଼ିତ କରିବା ପ୍ରସଙ୍ଗ ଏବଂ ତହିଁରୁ ମୁକ୍ତ ହେବାର ଉପାୟ ନିର୍ଦେଶ
    • ସପତ୍ନୀକ ଗୌତମଙ୍କ ଆରାଧନାରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ତାଙ୍କୁ ଦର୍ଶନ ଦେବା ସହ ଗଙ୍ଗାଙ୍କୁ ସେଠାରେ ଅବସ୍ଥାପିତ କରି ନିଜେ ମଧ୍ୟ ଅବସ୍ଥାନ କରିବା ପ୍ରସଙ୍ଗ, ସିଂହରାଶିରେ ବୃହସ୍ପତିଙ୍କ ଅବସ୍ଥାନ କାଳରେ ଗଙ୍ଗାଙ୍କ ବିଶେଷ ମାହାତ୍ମ୍ୟକୁ ଦେବତାମାନଙ୍କର ସ୍ବୀକୃତି, ଗୌତମୀ ନାମରେ ଗଙ୍ଗା ଏବଂ ତ୍ର୍ୟମ୍ବକ ଜ୍ୟୋତିର୍ଲିଙ୍ଗ ନାମରେ ଶିବଙ୍କର ପ୍ରସିଦ୍ଧି ଏବଂ ଏ ଦୁହିଙ୍କର ମହିମା
    • ବୈଦ୍ୟନାଥେଶ୍ବର ଜ୍ୟୋତିର୍ଲିଙ୍ଗ ପ୍ରାକଟ୍ୟର କଥା ଓ ମହିମା
    • ନାଗେଶ୍ବର ନାମକ ଜ୍ୟୋତିର୍ଲିଙ୍ଗର ଆବିର୍ଭାବ ଓ ମହିମା
    • ରାମେଶ୍ବର ନାମକ ଜ୍ୟୋତିର୍ଲିଙ୍ଗର ଆବିର୍ଭାବ ଓ ମାହାତ୍ମ୍ୟ
    • ଘୁଶ୍ମାର ଶିବଭକ୍ତି ହେତୁ ତା’ର ମୃତ ପୁତ୍ରକୁ ପୁନର୍ଜୀବନ ଲାଭ, ଘୁଶ୍ମେଶ୍ବର ଶିବଙ୍କର ଆବିର୍ଭାବ ଓ ମହିମା
    • ଶିବଙ୍କ ଆରାଧନାରେ ଭଗବାନ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରାପ୍ତି ଏବଂ ତଦ୍ଦ୍ବାରା ଦୈତ୍ୟଙ୍କର ସଂହାର
    • ଭଗବାନ ବିଷ୍ଣୁଙ୍କ ଦ୍ବାରା ପଠିତ ଶିବସହସ୍ରନାମସ୍ତୋତ୍ର
    • ଶିବଙ୍କୁ ସନ୍ତୁଷ୍ଟ କରୁଥିବା ବ୍ରତମାନଙ୍କ ବିଷୟରେ ବର୍ଣ୍ଣନା, ଶିବରାତ୍ରି ବ୍ରତର ବିଧି ଓ ମହିମା
    • ଶିବରାତ୍ରି ବ୍ରତର ଉଦ୍୷ଯାପନ ବିଧି
    • ଅଜ୍ଞାତରେ ଶିବରାତ୍ରି ବ୍ରତ କରିଥିବା ଶବର ଉପରେ ଶିବଙ୍କ କୃପା
    • ମୁକ୍ତି ଓ ଭକ୍ତିର ସ୍ବରୂପ ବିବେଚନ
    • ଶିବ, ବିଷ୍ଣୁ, ରୁଦ୍ର ଓ ବ୍ରହ୍ମାଙ୍କ ସ୍ବରୂପର ବିବେଚନା
    • ଶିବତତ୍ତ୍ବର ଜ୍ଞାନ ଓ ମହିମା, କୋଟିରୁଦ୍ରସଂହିତାର ମାହାତ୍ମ୍ୟ ତଥା ଉପସଂହାର
  • +
    ଉମାସଂହିତା
    • ଭଗବାନ ଶ୍ରୀକୃଷ୍ଣଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଶିବ ଓ ପାର୍ବତୀଙ୍କର ଅଭୀଷ୍ଟ ବର ପ୍ରଦାନ ଏବଂ ଶିବଙ୍କ ମହିମା
    • ନରକରେ ନିପତିତ କରାଉଥିବା ପାପଗୁଡ଼ିକର ସଂକ୍ଷିପ୍ତ ପରିଚୟ
    • ପାପୀ ଓ ପୁଣ୍ୟାତ୍ମାଙ୍କର ଯମଲୋକଯାତ୍ରା
    • ନରକର ଅଠେଇଶ ଶ୍ରେଣୀ ତଥା ପ୍ରତ୍ୟେକର ପାଞ୍ଚଟି ଲେଖାଏଁ ନାୟକ କ୍ରମରେ ରୌରବାଦି ଶହେ ଚାଳିଶଟି ନରକର ନାମାବଳୀ
    • ବିଭିନ୍ନ ପାପ ହେତୁ ମିଳୁଥିବା ନରକଯାତନାର ବର୍ଣ୍ଣନା ଏବଂ ଶ୍ବାନବଳି, କାକବଳି ତଥା ଦେବତା ପ୍ରଭୃତିଙ୍କ ପାଇଁ ଦିଆଯାଇଥିବା ବଳିର ଆବଶ୍ୟକତା ଓ ମହତ୍ତ୍ବ
    • ଯମଲୋକ ମାର୍ଗରେ କଷ୍ଟ ନିବାରଣ କରୁଥିବା ବିବିଧ ଦାନର ବର୍ଣ୍ଣନା
    • ଜଳଦାନ, ଜଳାଶୟ-ନିର୍ମାଣ, ବୃକ୍ଷରୋପଣ, ସତ୍ୟଭାଷଣ ଓ ତପର ମହିମା
    • ବେଦ-ପୁରାଣର ସ୍ବାଧ୍ୟାୟ ତଥା ବିବିଧ ପ୍ରକାର ଦାନର ମହିମା, ନରକ-ବର୍ଣ୍ଣନା ଓ ସେଥିରେ ପକାଉଥିବା ପାପମାନଙ୍କର ଦିଗ୍୷ଦର୍ଶନ, ଶିବସ୍ମରଣକୁ ପାପର ସର୍ବୋତ୍ତମ ପ୍ରାୟଶ୍ଚିତ୍ତରୂପେ ପ୍ରତିପାଦନ ଏବଂ ଜ୍ଞାନର ମହତ୍ତ୍ବ
    • ମୃତ୍ୟୁକାଳ ସନ୍ନିକଟ ହେବାର ଲକ୍ଷଣ
    • କାଳକୁ ଜିଣିବାର ଉପାୟ, ନବଧା ଶବ୍ଦବ୍ରହ୍ମ ଓ ତୁଂକାରର ଅନୁସନ୍ଧାନ ତଥା ସେଥିରୁ ଉପଲବ୍ଧ ସିଦ୍ଧିର ବର୍ଣ୍ଣନା
    • କାଳ ବା ମୃତ୍ୟୁକୁ ଜିଣି ଅମରତ୍ବ ଲାଭ କରିବାର ଚାରିଟି ଯୌଗିକ ସାଧନା—ପ୍ରାଣାୟାମ, ଭ୍ରୂମଧ୍ୟରେ ଅଗ୍ନିଙ୍କ ଧ୍ୟାନ, ମୁଖଦ୍ବାରା ବାୟୁପାନ ଓ ଜିହ୍ବାକୁ ମୋଡ଼ି ତଦ୍ଦ୍ବାରା ଗଳାଘଣ୍ଟିକା ସ୍ପର୍ଶ
    • ଭଗବତୀ ଉମାଙ୍କ କାଳିକା ଅବତାର କଥା: ମହର୍ଷି ମେଧା ରାଜା ସୁରଥ ଓ ସମାଧି ବୈଶ୍ୟଙ୍କୁ ଦେବୀଙ୍କ କୃପାରୁ ମଧୁ-କୈଟଭଙ୍କ ବଧ ହେବା ପ୍ରସଙ୍ଗ ଶୁଣାଇବା
    • ଦେବଗଣଙ୍କ ତେଜରୁ ଦେବୀଙ୍କର ମହାଲକ୍ଷ୍ମୀ ରୂପରେ ଅାବିର୍ଭାବ ଏବଂ ତାଙ୍କ ଦ୍ବାରା ମହିଷାସୁର ବଧ
    • ଉମାଦେବୀଙ୍କ ଶରୀରରୁ ସରସ୍ବତୀଙ୍କ ଆବିର୍ଭାବ, ସରସ୍ବତୀଙ୍କ ରୂପର ପ୍ରଶଂସା ଶୁଣି ଶୁମ୍ଭ ତାଙ୍କ ପାଖକୁ ଦୂତ ପଠାଇବା, ଦୂତ ନିରାଶ ହୋଇ ଫେରିବାରୁ ଶୁମ୍ଭ ଯଥାକ୍ରମେ ଧୂମ୍ରଲୋଚନ, ଚଣ୍ଡ, ମୁଣ୍ଡ ଓ ରକ୍ତବୀଜକୁ ପଠାଇବା ପ୍ରସଙ୍ଗ ଓ ଦେବୀଙ୍କ ହସ୍ତରେ ସେମାନଙ୍କର ସଂହାର
    • ଦେବୀଙ୍କ ଦ୍ବାରା ସେନା ଓ ସେନାପତିଙ୍କ ସମେତ ନିଶୁମ୍ଭ ଓ ଶୁମ୍ଭଙ୍କର ସଂହାର
    • ଦେବତାଙ୍କ ଗର୍ବ ଗଞ୍ଜନ କରିବାକୁ ତେଜଃପୁଞ୍ଜରୂପିଣୀ ଉମାଙ୍କ ଆବିର୍ଭାବ
    • ଦେବୀଙ୍କ ଦ୍ବାରା ଦୁର୍ଗମାସୁର ବଧ ତଥା ଦେବୀଙ୍କର ଦୁର୍ଗା, ଶତାକ୍ଷୀ, ଶାକମ୍ଭରୀ ଓ ଭ୍ରାମରୀ ଇତ୍ୟାଦି ନାମ ପ୍ରସିଦ୍ଧ ହେବାର କାରଣ
    • ଦେବୀଙ୍କ କ୍ରିୟାଯୋଗର ବର୍ଣ୍ଣନ: ଦେବୀଙ୍କ ମୂର୍ତ୍ତି ଓ ମନ୍ଦିର ନିର୍ମାଣ, ସ୍ଥାପନ ଓ ପୂଜନର ମହତ୍ତ୍ବ, ପରା ଅମ୍ବାଙ୍କ ଶ୍ରେଷ୍ଠତ୍ବ, ବିଭିନ୍ନ ମାସ ଓ ତିଥିରେ ଦେବୀଙ୍କ ବ୍ରତ, ଉତ୍ସବ, ପୂଜନ ପ୍ରଭୃତିର ଫଳ ଏବଂ ଉମାସଂହିତା ଶ୍ରବଣ-ପଠନର ମହିମା
  • +
    କୈଳାସସଂହିତା
    • ଋଷିମାନଙ୍କର ସୂତଙ୍କୁ ଏବଂ ବାମଦେବଙ୍କର ସ୍କନ୍ଦଙ୍କୁ ପ୍ରଶ୍ନ—ପ୍ରଣବାର୍ଥନିରୂପଣ ନିମନ୍ତେ ଅନୁରୋଧ
    • ପ୍ରଣବର ବାଚ୍ୟାର୍ଥରୂପ ସଦାଶିବଙ୍କ ସ୍ବରୂପର ଧ୍ୟାନ, ବର୍ଣ୍ଣାଶ୍ରମଧର୍ମ ପାଳନର ମହତ୍ତ୍ବ, ଜ୍ଞାନମୟୀ ପୂଜା, ସଂନ୍ୟାସର ପୂର୍ବାଙ୍ଗଭୂତ ନାନ୍ଦୀଶ୍ରାଦ୍ଧ ଓ ବ୍ରହ୍ମଯଜ୍ଞ ଇତ୍ୟାଦିର ବର୍ଣ୍ଣନା
    • ସଂନ୍ୟାସ ଗ୍ରହଣର ଶାସ୍ତ୍ରୀୟ ବିଧି—ଗଣପତିପୂଜା, ହୋମ, ତତ୍ତ୍ବଶୁଦ୍ଧି, ସାବିତ୍ରୀ ପ୍ରବେଶ, ସର୍ବସଂନ୍ୟାସ ଓ ଦଣ୍ଡଧାରଣ ଇତ୍ୟାଦିର ବିଧି
    • ପ୍ରଣବର ଅର୍ଥ ନିରୂପଣ
    • ଶୈବଦର୍ଶନ ଅନୁସାରେ ଶିବତତ୍ତ୍ବ, ଜଗତ୍ ପ୍ରପଞ୍ଚ ଓ ଜୀବତତ୍ତ୍ବ ବିଷୟରେ ବିଶଦ ପର୍ଯ୍ୟାଲୋଚନା ଏବଂ ଶିବଙ୍କ ସହିତ ଜୀବ ଓ ଜଗତର ଅଭିନ୍ନତା ପ୍ରତିପାଦନ
    • ମହାବାକ୍ୟର ଅର୍ଥ ଉପରେ ବିଚାର ଓ ସଂନ୍ୟାସୀଙ୍କ ଯୋଗପଟ୍ଟର ବିଧି
    • ଯତିଙ୍କ ଅନ୍ତ୍ୟେଷ୍ଟିକର୍ମର ଦଶାହ ପର୍ଯ୍ୟନ୍ତ କରଣୀୟ ବିଧି
    • ଯତିଙ୍କ ନିମନ୍ତେ ଏକାଦଶାହ କୃତ୍ୟର ବିଧି
    • ଯତିଙ୍କ ଦ୍ବାଦଶାହ କୃତ୍ୟ ବିଧି, ସ୍କନ୍ଦ ଓ ବାମଦେବଙ୍କର କୈଳାସ ପର୍ବତକୁ ଗମନ ଏବଂ କୈଳାସସଂହିତାର ଉପସଂହାର
  • +
    ବାୟବୀୟସଂହିତା (ପୂର୍ବଖଣ୍ଡ)
    • ପ୍ରୟାଗରେ ଋଷିଗଣଙ୍କ ଦ୍ବାରା ସମ୍ମାନିତ ହେବା ପରେ ସୂତମୁନିଙ୍କ ଦ୍ବାରା ପୁରାଣ କଥା ପ୍ରାରମ୍ଭ, ବିଦ୍ୟାସ୍ଥାନ ଓ ପୁରାଣଗୁଡ଼ିକର ପରିଚୟ ଏବଂ ବାୟୁସଂହିତାର ଆରମ୍ଭ
    • ବ୍ରହ୍ମାଙ୍କ ନିକଟକୁ ଋଷିଗଣଙ୍କ ଆଗମନ ଓ ସ୍ତୁତି, ତାଙ୍କ ସମ୍ମୁଖରେ ପରମପୁରୁଷ ବିଷୟରେ ପ୍ରଶ୍ନ ଉପସ୍ଥାପନ ଏବଂ ବ୍ରହ୍ମା ଆନନ୍ଦରେ ‘ରୁଦ୍ର’ ଉଚ୍ଚାରଣପୂର୍ବକ ବ୍ରହ୍ମାଙ୍କର ଉତ୍ତର ଦେବା ଆରମ୍ଭ
    • ବ୍ରହ୍ମା ପରମତତ୍ତ୍ବ ରୂପରେ ଭଗବାନ ଶିବଙ୍କ ମହତ୍ତ୍ବ ପ୍ରତିପାଦନ କରି ତାଙ୍କ କୃପାକୁ ସମସ୍ତ ସାଧନାର ଫଳ ବୋଲି କହିବା ଏବଂ ବ୍ରହ୍ମାଙ୍କ ଆଜ୍ଞାରେ ସମସ୍ତ ମୁନିଙ୍କର ନୈମିଷାରଣ୍ୟ ଗମନ
    • ନୈମିଷାରଣ୍ୟରେ ଅନୁଷ୍ଠିତ ଦୀର୍ଘସତ୍ର ଶେଷରେ ମୁନିଗଣଙ୍କ ନିକଟକୁ ବାୟୁଦେବଙ୍କ ଆଗମନ ଓ ସତ୍କାର, ଋଷିଗଣଙ୍କ ପ୍ରଶ୍ନର ଉତ୍ତରସ୍ବରୂପ ବାୟୁଦେବଙ୍କର ବ୍ୟାଖ୍ୟାନ ଆରମ୍ଭ, ପଶୁ, ପାଶ ଓ ପଶୁପତିଙ୍କ ବିଷୟରେ ତାତ୍ତ୍ବିକ ବିବେଚନା
    • ମହେଶ୍ବରଙ୍କ ମହତ୍ତ୍ବ ପ୍ରତିପାଦନ
    • ବ୍ରହ୍ମାଙ୍କ ମୂର୍ଚ୍ଛା, ତାଙ୍କ ମୁଖରୁ ରୁଦ୍ରଦେବଙ୍କ ପ୍ରାକଟ୍ୟ, ସପ୍ରାଣ ହେବାପରେ ବ୍ରହ୍ମାଙ୍କ ଦ୍ବାରା ଅଷ୍ଟନାମଯୁକ୍ତ ମହେଶ୍ବରଙ୍କ ସ୍ତୁତି ଏବଂ ରୁଦ୍ରଙ୍କ ଆଜ୍ଞାରେ ସୃଷ୍ଟିସର୍ଜନା
    • ବ୍ରହ୍ମାଙ୍କ ମୁଖରୁ ଭଗବାନ ରୁଦ୍ରଙ୍କର ପ୍ରାକଟ୍ୟ ହେବାର ରହସ୍ୟ, ରୁଦ୍ରଙ୍କ ମହାମହିମ ସ୍ବରୂପର ବର୍ଣ୍ଣନା, ତାଙ୍କ ଦ୍ବାରା ରୁଦ୍ରଗଣଙ୍କ ସୃଷ୍ଟି ତଥା ବ୍ରହ୍ମା ବାରଣ କରିବାରୁ ତାଙ୍କର ସୃଷ୍ଟିକର୍ମରୁ ବିରତ ହେବା ପ୍ରସଙ୍ଗ
    • ବ୍ରହ୍ମାଙ୍କ ଦ୍ବାରା ଅର୍ଦ୍ଧନାରୀଶ୍ବର ରୂପର ସ୍ତୁତି ଏବଂ ଉକ୍ତ ସ୍ତୋତ୍ରର ମହିମା
    • ମହାଦେବଙ୍କ ଶରୀରରୁ ଦେବୀଙ୍କ ପ୍ରାକଟ୍ୟ ଓ ଦେବୀଙ୍କ ଭ୍ରୂମଧ୍ୟଭାଗରୁ ଶକ୍ତିଙ୍କ ଆବିର୍ଭାବ
    • ପାର୍ବତୀ ଓ ପାର୍ଷଦଗଣଙ୍କ ସହିତ ଭଗବାନ ଶିବଙ୍କର ମନ୍ଦରାଚଳ ଗମନ, ଶୁମ୍ଭ-ନିଶୁମ୍ଭଙ୍କ ବଧ ନିମନ୍ତେ ବ୍ରହ୍ମା ପ୍ରାର୍ଥନା କରିବାରୁ ମହାଦେବ ପାର୍ବତୀଙ୍କୁ ‘କାଳୀ’ କହି କୁପିତ କରିବା ଏବଂ କାଳୀ ‘ଗୌରୀ’ ହେବା ନିମନ୍ତେ ତପସ୍ୟା କରିବାକୁ ଅନୁମତି ମାଗିବା ପ୍ରସଙ୍ଗ
    • ପାର୍ବତୀଙ୍କ ତପସ୍ୟା, ଗୋଟିଏ ବାଘ ପ୍ରତି ତାଙ୍କର କୃପା, ବ୍ରହ୍ମାଙ୍କର ଆଗମନ ଓ ଦେବୀଙ୍କ ସହ ବାର୍ତ୍ତାଳାପ, ଦେବୀଙ୍କର ଆପଣା କାଳୀ ତ୍ବଚା ତ୍ୟାଗ ଏବଂ ସେଥିରୁ କୃଷ୍ଣବର୍ଣ୍ଣା କୁମାରୀ କନ୍ୟା ରୂପରେ ଉତ୍ପନ୍ନ କୌଶିକୀଙ୍କ ଦ୍ବାରା ଶୁମ୍ଭ ଓ ନିଶୁମ୍ଭଙ୍କ ବଧ
    • ଗୌରୀଦେବୀ ବ୍ୟାଘ୍ରକୁ ନିଜ ସଙ୍ଗରେ ନେବା ପାଇଁ ବ୍ରହ୍ମାଙ୍କୁ ଅନୁମତି ମାଗିବାରୁ ବ୍ରହ୍ମା ତାହାକୁ ଦୁଷ୍କର୍ମୀ ବୋଲି ଦର୍ଶାଇ ମନା କରିବା, ଦେବୀ ଶରଣାଗତକୁ ପରିତ୍ୟାଗ କରିବେ ନାହିଁ ବୋଲି କହିବାରୁ ବ୍ରହ୍ମା ଦେବୀଙ୍କ ମହତ୍ତ୍ବ ପ୍ରତିପାଦିତ କରି ଅନୁମତି ଦେବା ଏବଂ ପିତାମାତାଙ୍କୁ ଭେଟିବା ପରେ ଦେବୀଙ୍କର ମନ୍ଦରାଚଳ ପ୍ରତ୍ୟାବର୍ତ୍ତନ
    • ମନ୍ଦରାଚଳରେ ଗୌରୀଦେବୀଙ୍କ ସ୍ବାଗତ, ସ୍ବୟଂ ମହାଦେବ ଦେବୀଙ୍କର ଓ ନିଜର ଉତ୍କୃଷ୍ଟ ସ୍ବରୂପ ତଥା ପାରସ୍ପରିକ ଅବିଚ୍ଛେଦ୍ୟ ସମ୍ବନ୍ଧ ଉପରେ ଆଲୋକପାତ କରିବା ପରେ ଦେବୀଙ୍କ ସଙ୍ଗରେ ଆସିଥିବା ବ୍ୟାଘ୍ରକୁ ନିଜର ଗଣାଧ୍ୟକ୍ଷ କରି ଅନ୍ତଃପୁରର ଦ୍ବାରଦେଶରେ ସୋମନନ୍ଦୀ ନାମରେ ପ୍ରତିଷ୍ଠିତ କରିବା ପ୍ରସଙ୍ଗ
    • ଅଗ୍ନି ଓ ସୋମଙ୍କ ସ୍ବରୂପର ବିବେଚନା ଏବଂ ଜଗତର ଅଗ୍ନୀଷୋମାତ୍ମକତା ପ୍ରତିପାଦନ
    • ଜଗତ୍ ‘ବାଣୀ ଓ ଅର୍ଥରୂପ ଅଟେ’—ଏହା ପ୍ରତିପାଦନ
    • ଋଷିଗଣଙ୍କ ପ୍ରଶ୍ନର ଉତ୍ତରରେ ବାୟୁଦେବଙ୍କ ଦ୍ବାରା ଶିବଙ୍କ ସ୍ବତନ୍ତ୍ର ଏବଂ ସର୍ବାନୁଗ୍ରହକାରକ ସ୍ବରୂପର ପ୍ରତିପାଦନ
    • ପରମ ଧର୍ମର ପ୍ରତିପାଦନ, ଶୈବାଗମ ଅନୁସାରେ ପାଶୁପତ ଜ୍ଞାନ ଓ ତାହାର ସାଧନର ବର୍ଣ୍ଣନା
    • ପାଶୁପତ ବ୍ରତର ବିଧି ଓ ମହିମା ତଥା ଭସ୍ମଧାରଣର ମହତ୍ତ୍ବ
    • ବାଳକ ଉପମନ୍ୟୁ କ୍ଷୀର ନ ପାଇ ଦୁଃଖରେ କାନ୍ଦିବାରୁ ମାଆ ତାଙ୍କୁ ଶିବଙ୍କ ଆରାଧନା ପାଇଁ ପ୍ରେରିତ କରିବା ପ୍ରସଙ୍ଗ ଏବଂ ଉପମନ୍ୟୁଙ୍କର ତୀବ୍ର ତପସ୍ୟା
    • ଇନ୍ଦ୍ରରୂପଧାରୀ ଭଗବାନ ଶିବଙ୍କ ଦ୍ବାରା ଉପମନ୍ୟୁଙ୍କ ଭକ୍ତିଭାବର ପରୀକ୍ଷା, ତାଙ୍କୁ କ୍ଷୀରସାଗର ସହିତ ଅନେକ ବର ପ୍ରଦାନ ତଥା ନିଜର ପୁତ୍ର ମଣି ପାର୍ବତୀଙ୍କ ହାତରେ ସମର୍ପଣ, ପରମ ଧନ୍ୟ ଉପମନ୍ୟୁଙ୍କର ନିଜ ମାଆଙ୍କ ନିକଟକୁ ପ୍ରତ୍ୟାବର୍ତ୍ତନ
  • +
    ବାୟବୀୟସଂହିତା (ଉତ୍ତରଖଣ୍ଡ)
    • ଋଷିଗଣଙ୍କ ପ୍ରଶ୍ନର ଉତ୍ତରରୂପେ ବାୟୁଦେବଙ୍କ ଦ୍ବାରା ଶ୍ରୀକୃଷ୍ଣ ଓ ଉପମନ୍ୟୁଙ୍କ ମିଳନ ପ୍ରସଙ୍ଗ ବର୍ଣ୍ଣନା, ଶ୍ରୀକୃଷ୍ଣଙ୍କୁ ଉପମନ୍ୟୁଙ୍କ ଠାରୁ ଜ୍ଞାନ ଓ ଶିବଙ୍କ ଠାରୁ ପୁତ୍ର ଲାଭ
    • ଉପମନ୍ୟୁଙ୍କ ଦ୍ବାରା ଶ୍ରୀକୃଷ୍ଣଙ୍କୁ ପାଶୁପତ ଜ୍ଞାନର ଉପଦେଶ
    • ଶିବଙ୍କ ବ୍ରହ୍ମାଦି ପଞ୍ଚମୂର୍ତ୍ତି, ଈଶାନାଦି ବ୍ରହ୍ମମୂର୍ତ୍ତି ତଥା ପୃଥିବୀ ଓ ଶର୍ବ ଆଦି ଅଷ୍ଟମୂର୍ତ୍ତିଙ୍କର ପରିଚୟ ଏବଂ ତାଙ୍କର ସର୍ବବ୍ୟାପକତାର ବର୍ଣ୍ଣନା
    • ଶିବ ଓ ଶିବାଙ୍କ ବିଭୂତି ବର୍ଣ୍ଣନା
    • ପରମେଶ୍ବର ଶିବଙ୍କର ଯଥାର୍ଥ ସ୍ବରୂପ ଓ ତାଙ୍କ ଠାରେ ଶରଣ ଯାଉଥିବା ଜୀବଙ୍କ କଲ୍ୟାଣ ବିଷୟରେ କଥନ
    • ଶିବଙ୍କର ଶୁଦ୍ଧ, ବୁଦ୍ଧ, ମୁକ୍ତ, ସର୍ବମୟ, ସର୍ବବ୍ୟାପକ ଓ ସର୍ବାତୀତ ସ୍ବରୂପ ଏବଂ ତାଙ୍କ ପ୍ରଣବରୂପତାର ପ୍ରତିପାଦନ
    • ଋଷିଗଣଙ୍କ ଦ୍ବାରା ପରମେଶ୍ବରଙ୍କ ଶକ୍ତିର ସାକ୍ଷାତ୍କାର, ଶିବଙ୍କ ପ୍ରସାଦରୁ ପ୍ରାଣୀଙ୍କର ମୁକ୍ତି, ଶିବଙ୍କ ସେବା, ଭକ୍ତି ତଥା ପାଞ୍ଚ ପ୍ରକାର ଶିବଧର୍ମର ବର୍ଣ୍ଣନା
    • ଶିବଜ୍ଞାନ, ଶିବୋପାସନା ଫଳରେ ଦେବତାଙ୍କୁ ଶିବଙ୍କ ଦର୍ଶନ, ସୂର୍ଯ୍ୟଦେବଙ୍କ ଠାରେ ଶିବଙ୍କୁ ପୂଜା କରି ଅର୍ଘ୍ୟ ଦେବାର ବିଧି ଓ ବ୍ୟାସାବତାରର ବର୍ଣ୍ଣନା
    • ଶିବଙ୍କ ଅବତାରରୂପେ ଯୋଗାଚାର୍ଯ୍ୟଙ୍କର ତଥା ସେମାନଙ୍କ ଶିଷ୍ୟଙ୍କର ନାମାବଳୀ
    • ଶିବଙ୍କ ପ୍ରତି ଶ୍ରଦ୍ଧା-ଭକ୍ତିର ଆବଶ୍ୟକତା ପ୍ରତିପାଦନ, ଶିବଧର୍ମର ଚାରିପାଦ ଓ ଜ୍ଞାନଯୋଗର ସାଧନ ତଥା ଶିବଧର୍ମର ଅଧିକାରୀ ନିରୂପଣ, ଶିବପୂଜନର ପ୍ରକାର ଏବଂ ଅନନ୍ୟଚିତ୍ତରେ ଭଜନ କରିବାର ମହିମା
    • ବର୍ଣ୍ଣାଶ୍ରମଧର୍ମ ଓ ନାରୀଧର୍ମର ବର୍ଣ୍ଣନା; ଶିବଙ୍କ ଭଜନ, ଚିନ୍ତନ ଏବଂ ଜ୍ଞାନର ମହତ୍ତ୍ବ ପ୍ରତିପାଦନ
    • ପଞ୍ଚାକ୍ଷର ମନ୍ତ୍ରର ମାହାତ୍ମ୍ୟ
    • ପଞ୍ଚାକ୍ଷର ମନ୍ତ୍ରର ମହିମା, ସେଥିରେ ସମସ୍ତ ବାଙ୍୷ମୟର ସ୍ଥିତି, ତାହାର ଉପଦେଶର ପରମ୍ପରା, ଦେବୀରୂପା ପଞ୍ଚାକ୍ଷରୀବିଦ୍ୟାର ଧ୍ୟାନ, ସେଥିରେ ଥିବା ସମସ୍ତ ଓ ବ୍ୟସ୍ତ ଅକ୍ଷରଗୁଡ଼ିକର ଋଷି, ଛନ୍ଦ, ଦେବତା, ବୀଜ, ଶକ୍ତି ଓ ଅଙ୍ଗନ୍ୟାସ ଇତ୍ୟାଦିର ବିବେଚନା
    • ଗୁରୁଙ୍କ ଠାରୁ ମନ୍ତ୍ର ନେବା ଓ ତାହାକୁ ଜପ କରିବାର ବିଧି, ପାଞ୍ଚପ୍ରକାର ଜପ ଓ ତାହାର ମହିମା, ମନ୍ତ୍ରଗଣନା ପାଇଁ ବିଭିନ୍ନ ପ୍ରକାର ମାଳାର ମହତ୍ତ୍ବ ଏବଂ ଅଙ୍ଗୁଳି ଉପଯୋଗର ବର୍ଣ୍ଣନା, ଜପ ନିମନ୍ତେ ଉପଯୋଗୀ ସ୍ଥାନ ଓ ଦିଗ, ଜପରେ ବର୍ଜନୀୟ ବିଷୟ, ସଦାଚାରର ମହତ୍ତ୍ବ, ଆସ୍ତିକତାର ପ୍ରଶଂସା ଓ ପଞ୍ଚାକ୍ଷରମନ୍ତ୍ରର ବିଶେଷତ୍ବ
    • ତ୍ରିବିଧ ଦୀକ୍ଷା ନିରୂପଣ, ଶକ୍ତିପାତର ଆବଶ୍ୟକତା ଓ ତାହାର ଲକ୍ଷଣ ବର୍ଣ୍ଣନ, ଗୁରୁଙ୍କ ମହତ୍ତ୍ବ, ମୋକ୍ଷପ୍ରାପ୍ତିରେ ଜ୍ଞାନୀ ଗୁରୁଙ୍କ ଭୂମିକା ଏବଂ ଗୁରୁଙ୍କ ଦ୍ବାରା ଶିଷ୍ୟର ପରୀକ୍ଷା
    • ସମୟ-ସଂସ୍କାର ବା ସମୟାଚାର ଦୀକ୍ଷାର ବିଧି
    • ଷଡଧ୍ବଶୋଧନ ବିଧି
    • ଷଡଧ୍ବଶୋଧନ ବିଧି
    • ସାଧକ-ସଂସ୍କାର ଓ ମନ୍ତ୍ର-ମାହାତ୍ମ୍ୟ
    • ଯୋଗ୍ୟ ଶିଷ୍ୟର ଆଚାର୍ଯ୍ୟପଦରେ ଅଭିଷେକ ବିଷୟରେ ବର୍ଣ୍ଣନା ଏବଂ ସଂସ୍କାରର ବିବିଧତା ନିର୍ଦେଶ
    • ଅନ୍ତର୍ଯାଗ ଅଥବା ମାନସିକ ପୂଜାବିଧି ବର୍ଣ୍ଣନା
    • ଶିବପୂଜନ ବିଧି
    • ଶିବପୂଜାର ବିଶେଷ ବିଧି ଓ ଶିବଭକ୍ତିର ମହିମା
    • ପଞ୍ଚାକ୍ଷର ମନ୍ତ୍ର ଜପ ଓ ଶିବଙ୍କ ଭଜନ-ପୂଜନର ମହିମା, ଅଗ୍ନିକାର୍ଯ୍ୟ ପାଇଁ କୁଣ୍ଡ ଓ ବେଦି ଇତ୍ୟାଦିର ସଂସ୍କାର, ଶିବାଗ୍ନି ସ୍ଥାପନା ଓ ତାହାର ସଂସ୍କାର, ହୋମ, ପୂର୍ଣ୍ଣାହୁତି, ଭସ୍ମସଂଗ୍ରହ ଓ ରକ୍ଷଣ ବିଧି ଏବଂ ହବନ ସମାପ୍ତି କୃତ୍ୟ
    • କାମ୍ୟ କର୍ମ ପ୍ରସଙ୍ଗରେ ଶକ୍ତିସମେତ ପଞ୍ଚମୁଖ ମହାଦେବଙ୍କ ପୂଜା ବିଧାନ
    • ଆବରଣ ପୂଜାର ବିସ୍ତୃତ ବିଧି ଓ ମହିମା
    • ଶିବଙ୍କ ପାଞ୍ଚ ଆବରଣରେ ସ୍ଥିତ ସମସ୍ତ ଦେବତାଙ୍କ ସ୍ତୁତି ଓ ସେମାନଙ୍କ ଠାରୁ ଅଭୀଷ୍ଟପୂର୍ତ୍ତି ଓ ମଙ୍ଗଳ ନିମନ୍ତେ କାମନା
    • ଐହିକ ଫଳଦାୟକ କର୍ମସମୂହ ଓ ସେଗୁଡ଼ିକର ବିଧି, ଶିବପୂଜନର ବିଧି, ଶାନ୍ତି-ପୁଷ୍ଟି ଆଦି ବିବିଧ କାମ୍ୟ କର୍ମରେ ବିଭିନ୍ନ ହବ୍ୟ ପଦାର୍ଥର ଉପଯୋଗର ବିଧାନ
    • ପାରଲୌକିକ ଫଳଦାୟକ କର୍ମ—ଶିବଲିଙ୍ଗ-ମହାବ୍ରତର ବିଧି ଓ ମହିମା
    • ଯୋଗର ପ୍ରକାରଭେଦ, ତାହାର ଅଷ୍ଟାଙ୍ଗ ଓ ଷଡ଼ଙ୍ଗର ବିବେଚନା—ଯମ, ନିୟମ, ଆସନ, ପ୍ରାଣାୟାମ, ଦଶବିଧ ପ୍ରାଣଙ୍କୁ ବିଜୟ କରିବାର ମହିମା, ପ୍ରତ୍ୟାହାର, ଧାରଣା, ଧ୍ୟାନ ଓ ସମାଧିର ନିରୂପଣ
    • ଯୋଗମାର୍ଗର ବିଘ୍ନ, ସିଦ୍ଧିସୂଚକ ଉପସର୍ଗ ଓ ପୃଥିବୀଠାରୁ ବୁଦ୍ଧିତତ୍ତ୍ବ ପର୍ଯ୍ୟନ୍ତ ଐଶ୍ବର୍ଯ୍ୟଗୁଣର ବର୍ଣ୍ଣନା, ଶିବ-ଶିବାଙ୍କ ଧ୍ୟାନର ମହିମା
    • ଧ୍ୟାନ ଓ ତାହାର ମହିମା, ଯୋଗଧର୍ମ ଓ ଶିବଯୋଗୀଙ୍କ ମହତ୍ତ୍ବ, ଶିବଭକ୍ତ ବା ଶିବଙ୍କ ପାଇଁ ପ୍ରାଣ ଦେବା ଦ୍ବାରା ଅଥବା ଶିବକ୍ଷେତ୍ରରେ ମରଣ ଦ୍ବାରା ତତ୍କାଳ ମୋକ୍ଷପ୍ରାପ୍ତିର ବର୍ଣ୍ଣନା
    • ବାୟୁଦେବଙ୍କ ଅନ୍ତର୍ଦ୍ଧାନ, ଋଷିଗଣଙ୍କର ସରସ୍ବତୀରେ ଅବଭୃଥ ସ୍ନାନ ଓ କାଶୀରେ ଦିବ୍ୟ ତେଜର ଦର୍ଶନ ଲାଭ କରି ବ୍ରହ୍ମାଙ୍କ ନିକଟକୁ ଗମନ, ବ୍ରହ୍ମା ସେମାନଙ୍କୁ ସିଦ୍ଧିପ୍ରାପ୍ତିର ସୂଚନା ଦେଇ ମେରୁପର୍ବତର କୁମାରଶିଖରକୁ ପଠାଇବା ପ୍ରସଙ୍ଗ
    • ମେରୁଗିରର ସ୍କନ୍ଦସରୋବର ତଟରେ ମୁନିମାନଙ୍କର ସନତ୍୷କୁମାରଙ୍କ ସଙ୍ଗେ ଭେଟ, ନନ୍ଦୀଙ୍କର ସେଠାକୁ ଆଗମନ ଓ ଦୃଷ୍ଟିପାତ ମାତ୍ରକେ ପାଶଛେଦନ ଏବଂ ଜ୍ଞାନଯୋଗର ଉପଦେଶ ଦେବା ପରେ ପ୍ରସ୍ଥାନ, ଶିବପୁରାଣର ମହିମା ଏବଂ ଗ୍ରନ୍ଥର ଉପସଂହାର
  • ଶେଷ ପୃଷ୍ଠା

सम्बंधित ई-पुस्तकें

अमृत बिन्दु (ओड़िया)

अमृत बिन्दु (ओड़िया)

श्रीरामचरितमानस सटीक (ओड़िया)

श्रीरामचरितमानस सटीक (ओड़िया)

रामायणके कुछ आदर्श पात्र (ओड़िया)

रामायणके कुछ आदर्श पात्र (ओड़िया)

गीता प्रबोधनी (ओड़िया)

गीता प्रबोधनी (ओड़िया)

श्रीमद्भगवद्गीता तत्त्वविवेचनी (ओड़िया)

श्रीमद्भगवद्गीता तत्त्वविवेचनी (ओड़...